fbpx

ବାହାଘରେ ମଦ ନଦେବାରୁ ସାଙ୍ଗ କୁ ହତ୍ୟା , ବିବାହ ଦିନ ବର ର ହତ୍ୟା

ମଦ ପାଇଁ ମଣିଷ କେତେ ତଳ କୁ ଖସି ଯାଇ ପାରେ ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ମଦ ନମିଳିବାରୁ ଦିନ ବରକୁ ବିଭତ୍ସ ଭାବେ ହତ୍ୟାକଲେ ସାଙ୍ଗ ।ବିହାଘର ସରିବାର କିଛି ମୁହୂର୍ତ ପରେ ଏମିତି କାନ୍ଦ ଘଟାଇଛନ୍ତି ।ମଦ ପିଇବାର ନିଶା ଏତେ ଘାରିଥିଲା ଯେ ସବୁ ହିତାହିତ ଜ୍ଞାନ ଭୁଲି ଶେଷରେ ନୂଆ ବାହା ହୋଇଥିବା ନିଜ ସାଙ୍ଗକୁ ନିର୍ମମ ହତ୍ୟା କଲେ । କାହିଁକି ମଦ ଦେଲୁନି କହ ବର ଉପରେ ସବୁତକ ରାଗ ସୁଝାଇ ଛୁରୀ ଭୁସି ରକ୍ତର ହୋଲି ଖେଳ ଖେଳିଛନ୍ତି ସାଙ୍ଗମାନେ । ଏପରି ଘଟଣା ଘଟିଛି ତ୍ତରପ୍ରଦେଶ ଆଲିଗଡ ଅଞ୍ଚଳରେ ।୨୮ ବର୍ଷୀୟ ଯୁବକ ବବଲୁ ମଦ ଦେବାକୁ ସ୍ପଷ୍ଟ ଭାବେ ମନାକରିବାରୁ ଏମିତି ଘଟଣା ଘଟାଇଛନ୍ତି ନିଷ୍ଠୁର ସାଙ୍ଗମାନେ ।

Get real time updates directly on you device, subscribe now.