fbpx

କାମ କରିବାବେଳେ ଫାଟିଲା ଗ୍ୟାସ ଟାଙ୍କି: ୩ ଜଣ ଗୁରୁତର

Advertisement

ଛତ୍ରପୁର: କାମ କରିବା ବେଳେ ଗ୍ୟାସ୍ ଟାଙ୍କି ଫାଟିବା ଖବର ସାମ୍ନାକୁ ଆସିଛି । ସଲଫ୍ୟୁରିକ୍ ଗ୍ୟାସ୍ ଟାଙ୍କି ଫାଟିବାରୁ ଏଥିରେ ୫ ଜଣ ଆହତ ହୋଇଛନ୍ତି । ଏହି ୫ଜଣ ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି ବୋଲି ସୂଚନା ମିଳିଛି । ତେବେ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.