fbpx

ଆଜି ଠାରୁ ରାମଲଲାଙ୍କ ସାଧାରଣ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଲକ୍ଷ୍ନୌ: ବହୁ ପ୍ରତୀକ୍ଷିତ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଶେଷ ହେଲା । ଏଥିପାଇଁ ଅଯୋଧ୍ୟାରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା । ଆଜି ଅଯୋଧ୍ୟାରେ ରାମଲଲାଙ୍କ ସାଧାରଣ ଦର୍ଶନ ଆରମ୍ଭ ହୋଇଯାଇଛି । ସାଧାରଣ ଦର୍ଶନ ପାଇଁ ସାଢ଼େ ୯ ଘଣ୍ଟା ପାଇଁ ଖୋଲା ରହିବ ମନ୍ଦିର । ରାମଲଲାଙ୍କ ସାଧାରଣ ଦର୍ଶନ ପାଇଁ ରାତି ୩ଟାରୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.