ମଧ୍ୟବିତ୍ତଙ୍କୁ ସୁଲଭ ମୂଲ୍ୟରେ ସରକାର ଦେବେ ଘର, ସରକାର କଲେ ଘୋଷଣା

ମଧ୍ୟବିତ୍ତ ଏବଂ ଗରିବ ଲୋକଙ୍କୁ ସରକାର ଦେବେ ଘର

ଭୁବନେଶ୍ୱର: ସୁଲଭ ମୂଲ୍ୟରେ ମଧ୍ୟବିତ୍ତ ଏବଂ ଗରିବ ଲୋକଙ୍କୁ ଘର ମିଳିବ। ଭୁବନେଶ୍ୱର ସହରରେ ଘର ଯୋଗାଇଦେବେ ସରକାର। ଏମଆଇଜି, ଏଲଆଇଜି, ଏଲଆଇଜି-୧, ଏମଆଇଜି-୨ ଘର ଦେବେ ସରକାର।

୧୫ରୁ ୩୫ ଲକ୍ଷ ଟଙ୍କା ଭିତରେ ଘର ମିଳିବ। ପୂରଣ ହେବ ସାଧାରଣ ଗରିବ ଓ ମଧ୍ୟବିତ୍ତ ପରିବାରର ସ୍ୱପ୍ନ। ସରକାର ପିପିପି ମୋଡରେ ଘର ତିଆରି କରିବାକୁ ସ୍ଥିର କରିଛନ୍ତି।