ମହିଳାଙ୍କ ତୁଳନାରେ ପୁରୁଷମାନଙ୍କୁ ଅଧିକ ପ୍ରଭାବିତ କରିଥାଏ ଏହି ରୋଗ

ପୁରୁଷମାନଙ୍କ ଶରୀର ମହିଳାମାନଙ୍କ ଶରୀରଠାରୁ ବହୁତ ଅଲଗା ହୋଇଥାଏ । ଏପରି ପରିସ୍ଥିତିରେ ଏପରି କିଛି ରୋଗ ଅଛି, ଯାହା ମହିଳା ଏବଂ ପୁରୁଷଙ୍କୁ ଅଲଗା ଅଲଗା ଭାବରେ ପ୍ରଭାବିତ କରିଥାଏ । ଏହି ରୋଗଗୁଡିକ ମଧ୍ୟରେ କିଛି ଏପରି ରୋଗ ଅଛି, ଯେଉଁଥିରେ ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ପ୍ରଭାବିତ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ରୋଗ ବିଷୟରେ…

ମହିଳାଙ୍କ ତୁଳନାରେ ପୁରୁଷମାନଙ୍କୁ ହାର୍ଟ ସହ ଜଡ଼ିତ ରୋଗ ହେବାର ବିପଦ ଅଧିକ ଥାଏ । ଏଥିପାଇଁ ସମୟ ସମୟରେ ନିଜର ଚେକଅପ୍ କରିବା ଜରୁରୀ । ଏହା ସହ କୋଲେଷ୍ଟ୍ରଲ ସ୍ତର ବି ଯାଞ୍ଚ କରିବା ଆବଶ୍ୟକ ।

Men's health: महिलाओं की तुलना में पुरुषों को अधिक प्रभावित करती हैं ये बीमारियां

ପୁରୁଷଙ୍କୁ ଡିପ୍ରେସନର ସମସ୍ୟା ମହିଳାଙ୍କ ଅପେକ୍ଷା ତୁଳନାରେ ଅଧିକ ହୋଇଥାଏ । ଏଥିପାେଇଁ ଆପଣ ଚାପ ବା ଡିପ୍ରେସନ ଅନୁଭବ କରୁଛ, ତେବେ ଏଭଳି ପରିସ୍ଥିତିରେ ତୁରନ୍ତ ଏକ ସାଇକୋଥେରାପିଷ୍ଟଙ୍କ ସହ ଯୋଗାଯୋଗ କରନ୍ତୁ ।

Men's health: महिलाओं की तुलना में पुरुषों को अधिक प्रभावित करती हैं ये बीमारियां

ମହିଳାଙ୍କ ତୁଳାନରେ ପୁରୁଷମାନଙ୍କୁ ଡାଇବେଟିସର ସମସ୍ୟା ଅଧିକ ହୋଇଥାଏ । ଏଥିପାଇଁ ୩୫ ବର୍ଷ ବୟସ ପରେ ନିଜର ନିୟମିତ ବ୍ଲଡ ସୁଗର ଚେକ୍ କରନ୍ତୁ । ଯାହାଫଳରେ ସମୟ ପୂର୍ବରୁ ବ୍ଲଡ ସୁଗରକୁ ନିୟନ୍ତ୍ରଣ କରାଯାଇପାରିବ ।

Men's health: महिलाओं की तुलना में पुरुषों को अधिक प्रभावित करती हैं ये बीमारियां

ପୁରୁଷମାନଙ୍କୁ ଫୁସଫୁସ ଜନିତ ସମସ୍ୟା ଅଧିକ ହୋଇଥାଏ । ଏଥିପାଇଁ ଯଦି ଆପଣଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥାଏ, ତେବେ ଏପରି ସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଆନ୍ତୁ ।

Men's health: महिलाओं की तुलना में पुरुषों को अधिक प्रभावित करती हैं ये बीमारियां

ସେହିପରି ପୁରୁଷମାନଙ୍କଠାରେ ଲିଭର୍ ସମସ୍ୟା ଅଧିକ ଦେଖାଯାଏ । ଏହିପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣଙ୍କ ଶରୀରକୁ ଡିଟକ୍ସାଇଫ୍ କରନ୍ତୁ । ଏପରି କରିବା ଦ୍ୱାରା ଲିଭରକୁ ସୁସ୍ଥ ରଖାଯାଇପାରିବ । ମହିଳାଙ୍କ ତୁଳନାରେ ପୁରୁଷଙ୍କୁ ଏଚ୍.ଆଇ.ଭି କିମ୍ବା ଏଡସ୍ ଭଳି ରୋଗ ଅଧିକ ହୋଇପାରେ ।

Men's health: महिलाओं की तुलना में पुरुषों को अधिक प्रभावित करती हैं ये बीमारियां