fbpx

ଚାନ୍ଦବାଲିରେ ଅତି ଘନ କୁହୁଡି

ଭୁବନେଶ୍ୱର, ୧୨ ।୧୨(ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଚାନ୍ଦବାଲିରେ ଅତି ଘନ କୁହୁଡି ହୋଇଥିିବା ବେଳେ ସେଠାରେ ଦୃଶ୍ୟମାନର ଦୂରତା ମାତ୍ର ୨୫ ମିଟର ରହିଛି । ସେହିପରି ପାରାଦୀପରେ ଘନ କୁହୁଡି ସହ ଦୃଶ୍ୟମାନର ଦୂରତା ୫୦ ମିଟର ରହିଛି । ଅନ୍ୟପଟେ କଟକରେ ଘନ କୁହୁଡି ସହ ୧୦୦ ମିଟରର ଦୃଶ୍ୟମାନ ଦୂରତା ରହିଛି । ନୟାଗଡ, ଭୁବନେଶ୍ୱର ଓ କଟକରେ ହାଲୁକା କୁହୁଡି ହୋଇଛି ।

Get real time updates directly on you device, subscribe now.