fbpx

ବଗଲା ବିବାଦରେ ସରକାରଙ୍କୁ ଜବାବ ତଲବ

ପୁରୀ,୧୫ ।୧୦(ଓଡିଶା ଭାସ୍କର): ପୁରୀ ବଗଲା ଧର୍ମଶାଳା ଜମି ବିବାଦ ମାମଲାରେ ସରକାରଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ । ନଭେମ୍ବର ୨ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ବିଜେପି ମୁଖପାତ୍ର ସମ୍ବିତ ପାତ୍ର କରିଥିବା ମାମଲା ଉପରେ ଶୁଣାଣି ହେବ । ପୂର୍ବରୁ ଦାଏର ହୋଇଥିବା ମାମଲାର ମଧ୍ୟ ଏକତ୍ର ଶୁଣାଣି ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.