fbpx

ରାଶିଫଳ (ଶନିବାର, ୧୩ ଫେବୃୟାରୀ ୨୦୨୧)

ମେଷ : କମର୍କ୍ଷେତ୍ରେର ଶତ୍ରୁମୋନ ପ୍ରଭାବିତ କରିପାରନ୍ତି । ପେଟଜନିତ ଅସୁବିଧା ଫଳେର ମନ ଅଶାନ୍ତ ରହିବ । ଗୃହେର ଅଚାନକ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହେବ, ମହିଳାମୋନ ପାରିବାରିକ ପରେିବଶେର ନିଜକୁ ସ୍ଥିର କରିପାରେିବ ନାହିଁ ।
ବୃଷ : ଆଜିର ଦିନଟି ମାନସମ୍ମାନ ଓ ଧନ ସହିତ ଆନନ୍ଦପୂର୍ଣ୍ଣ ପରେିବଶ ମଧ୍ୟେର ଅତିବାହିତ ହେବ, କମର୍କ୍ଷେତ୍ରେର ଆଶାତିତ ସଫଳତା ମିଳିବ, ପ୍ରଶାସନିକ ସେବା ସହିତ ଜଡିତ କିମ୍ବା ଜନପ୍ରତିନିଧି ଶୁଭଫଳ ଅଧିକ ପାେଇବ ।
ମିଥୁନ : ନୂତନ ଯୋଜନୋର ସଫଳ େହେବ, ବ୍ୟବସାୟ ତଥା କମର୍କ୍ଷେତ୍ରେର ଆଥିର୍କ ଉନ୍ନତି ବୃଦ୍ଧି ପାଇବ, ନୂତନ ଭୂମି କିମ୍ବା ଯାନବାହାନ କ୍ରୟ କରିବାର ଅବସର ଆସିପୋର, ତଥାପି ମାନସିକ ସ୍ତରେର ପ୍ରତି କାମେର ଆତ୍ମବିଶ୍ୱାସ କମ୍ ରହିବ ।
କକର୍ଟ : କମର୍କ୍ଷେତ୍ରେର ଅଧସ୍ତନ କମର୍ଚାରୀଙ୍କର ସମ୍ପୂର୍ଣ ସହେଯାଗ ମିଳିବ, ସାସାଂରିକ ଜୀବନ ଆନନ୍ଦଭରା ରହିବ, ସ୍ୱାସ୍ଥ୍ୟଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୂର ହେବ । କୌଣସି ଯୋଗୋଯା଼ଗ ସୃଷ୍ଟି କରୁଥିବା ଯନ୍ତ୍ର ପ୍ରାପ୍ତ ହେବ ।
ସିଂହ : ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ସମାଜିକ ସ୍ତରେର ମାନସମ୍ମାନ ବୃଦ୍ଧି ହେବ । ଧନ ସଞ୍ଚୟ ପାଇଁ ଦିବସଟି ବେଶ୍ ଉତ୍ତମ । ଚାକିରେିର ପଦମର୍ଯ୍ୟାଦା ପ୍ରାପ୍ତି ହୋଇପୋର ।
କନ୍ୟା : ଆଥିର୍କ କ୍ଷେତ୍ରେର ପରିବତ୍ତର୍ନ ଆସିବ, ସାଂସାରିକ ଜୀବନ ସୁଖଶାନ୍ତେିର କଟିବ, ରାଜେନୌତିକ କ୍ଷେତ୍ରେର ଲୋକସମ୍ପର୍କ ବଢିବ, କମର୍କ୍ଷେତ୍ରେର କିଛିନାକିଛି ପରିବତ୍ତର୍ନ ହେବ, ମହିଳାମାନଙ୍କ ପାଇଁ ଶୁଭ ଖବର ମିଳିବ ।
ତୁଳା : ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ନେଇ ମନକୁ ଅବଶ କରେିଦବ । ମାତ୍ର ପ୍ରତି କାର୍ଯ୍ୟେର ସହେଯାଗ ବୃଦ୍ଧି ପାଇବ । ବ୍ୟବସାୟେର ଲାଭ ବୃଦ୍ଧି ପରିଲିକ୍ଷିତ ହେବ ।
ବିଛା : ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତେିର ଅତିବାହିତ ହେବା ସହିତ କିଛିନାକିଛି ଶୁଭ ଖବର ମିଳିବ । କର୍ମ କ୍ଷେତ୍ରେର ସାହାଯ୍ୟ ସହେଯାଗ ମିଳିବ । ମାତ୍ର ମାନସିକ ସ୍ତରେର ଦିନ ଭରି ଦ୍ୱନ୍ଦ୍ୱ ମଧ୍ୟେର ରହେିବ ।
ଧନୁ : ମନ ଭଲ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରେିବ । କର୍ମ କ୍ଷେତ୍ରେର ସହେଯାଗ ସହିତ ଆୟ ବଢିବ, ମାତ୍ର ଅଯଥା ବିଶୃଙ୍ଖଳା କିମ୍ବା ପେଟଜନିତ ଅସୁବିଧା ଭୋଗେିବ ।
ମକର : ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, କମର୍କ୍ଷେତ୍ରେର ସମସ୍ତଙ୍କର ସୁଭାଜନ ହେବା ସହିତ ଆଥିର୍କ ଅଭିବୃଦ୍ଧି ପରିଲିକ୍ଷିତ ହେବ, ମାତ୍ର ଛୋଟେମାଟ ଦୁଘର୍ଟଣା ଘଟିପୋର, ତେଣୁ ଟିକିଏ ସତକର୍ତା ଅବଲମ୍ବନ କରେିବ ।
କୁମ୍ଭ : ବ୍ୟାବସାୟିକ ଦିଗରୁ ଉତ୍ତମ ରହିବ, ଆର୍ଥିକ ଦିଗଟି ସ୍ୱଚ୍ଛଳ ରହିବ, ସାଂସାରିକ ଜୀବନ ସୁଖେର କଟିବ, ମାତ୍ର ଚନ୍ଦ୍ରଶୁଦ୍ଧି ନ ଥିବାରୁ କୌଣସି ଶୁଭକାମ ଆରମ୍ଭ କରେିବ ନାହିଁ ।
ମୀନ : ଏହି ରାଶିର ଲୋକମାନଙ୍କ ପାଇଁ ଆଜିିି ବ୍ୟବସାୟେର ଲାଭବାନ େହେବ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରେର ନୂତନ ସେୁଯାଗ ସୃଷ୍ଟି ହୋଇପୋର, ଛାତ୍ରଛାତ୍ରୀମୋନ ଦିନଟି ଉତ୍ସାହେର ଅତିବାହିତ କରେିବ ।

Get real time updates directly on you device, subscribe now.