ରାଶିଫଳ (ଶନିବାର, ୬ ଫେବୃୟାରୀ ୨୦୨୧ )

ମେଷ – ଶତ୍ରୁମାନେ ପ୍ରଭାବିତ କରିପାରନ୍ତି । ବ୍ୟୟାଧିକ ପରିବେଷ ଲାଗି ରହିବ । ଅଯଥା କଳି ମକୋଦ୍ଦମାର ରୁପ ନେବ । ମହିଳା ଓ ଛାତ୍ରଛାତ୍ରୀମାନେ ସ୍ଥିରଚିତରେ ରହିପାରିବେ ନାହିଁ ।

ବୃଷ– ମାନସିକ ପ୍ରଫୁଲତା, ଶତୃଦମନ, ମାଙ୍ଗଳିକ କାର୍ଯ୍ୟରେ ସଫଳତା । କର୍ମ କ୍ଷେତ୍ରରେ ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ । ସାଂସାରିକ ଜୀବନ ସୁଖରେ କଟିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହିତ ରହିବେ ।

ମିଥୁନ – ବିଭିନ୍ନ କ୍ଷେତ୍ରରୁ ସୁଖବର ମିଳିବ, ଆର୍ଥିକ ଦିଗ ସ୍ୱଚ୍ଛଳ ହେବ, ଧର୍ମକାର୍ଯ୍ୟ ଓ ସାମାଜ ସେବାରେ ମନବଳାଇବେ, ବୁଦ୍ଧି ବଳରେ ଶତୃମାନଙ୍କୁ ଦମନ କରିବେ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ।

କର୍କଟ – ଶୁଭ ଚନ୍ଦ୍ରଙ୍କ ପ୍ରଭାବ ହେତୁ ପରିବାର ସଦସ୍ୟଙ୍କର ସାହାର୍ଯ୍ୟ ସହଯୋଗ ରହିବ, ଶରିର ସୁସ୍ଥ ର୍‌ହିବେ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସ୍ୱଚ୍ଛଳ ରହିବ ।

ସିଂହ – ଠକାମିରେ ପଡିପାରନ୍ତି । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ବ୍ୟତିବ୍ୟସ୍ଥ କରିବ । ଆକଷ୍ମିକ ଦୁର୍ଘଟଣାର ସମ୍ଭାବନା ରହୁଛି ତେଣୁ ଯାନବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇବେ ।

କନ୍ୟା – କର୍ମକ୍ଷେତ୍ରରେ ବହୁଦିନରୁ ଅଟକ ରହିଥିବା କାର୍ଯ୍ୟ ସମ୍ପର୍ଣ୍ଣ ହେବ, ସମସ୍ତ କ୍ଷେତ୍ରରେ ଧନ ସମ୍ମାନ ମିଳିବ ଓ ସାଂସାରିକ କ୍ଷେତ୍ରରେ ସୁଖ ଓ ସନ୍ତୋଷ ପ୍ରାପ୍ତି ହେବ । ମହିଳାମାନେ ଖୁସିରେ ଦିନଟିକୁ ଅତିବାହିତ କରିବେ ।

ତୁଳା – କର୍ମକ୍ଷେତ୍ରରେ ଅନୁକୂଳ ପରିସ୍ଥିତି ଅନୁଭବ କରିବେ, ସାଂସାରିକ ନୂତନ ଦ୍ରବ୍ୟାଦି କ୍ରୟ କରିପାରନ୍ତି, ପୁରୁଣା ବକେୟା ପ୍ରାପ୍ତି ଯୋଗ ରହିଛି, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ ।

ବିଛା – ବିଗତ ସମସ୍ୟା ସୁଧାରିବାର କ୍ଷମତା ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ । ସାଂସାରିକ ଜୀବନ ସୁଖରେ କଟିବ କଳା, ବିଜ୍ଞାନ ଓ ବାଣିଜ୍ୟରେ ସଫଳତା ମିଳିବା

ଧନୁ – କର୍ମ କ୍ଷେତ୍ରରେ ଶତ୍ରୁଙ୍କର ପ୍ରଭାବରେ ଅନେକ କ୍ଷତି ସହିବାକୁ ପଡିପାରେ, ଯାନବାହାନ ଓ ବିଦ୍ୟୁତ ସମ୍ଭନ୍ଧିୟ ସତର୍କତା, ଜିବନସାଥିର କଟୁବାକ୍ୟ ବ୍ୟଥିତ କରିବ । ମହିଳା ଓ ଛାତ୍ରଛାତ୍ରୀମାନେ ସମସ୍ତ ଦିଗକୁ ଚିନ୍ତାକରି କାର୍ଯ୍ୟକରିବାକୁ ପଡିବ ।

ମକର – ଦିନଟି ବ୍ୟବସାୟିକ ଦିଗରୁ ଉର୍ଣ୍ଣତି ହେବ । ମନର ଆଶା ପୁରଣ ହେବ, ନୁତନ ଦ୍ରବ୍ୟ ଶତ୍ କାର୍ଯ୍ୟରେ ଦାନ କରିବେ, ସାହିପଡିସାରେ ନିଜର ପତିଆରା ରହିବ, ଆର୍ଥିକ ଉର୍ଣ୍ଣତିର ସମ୍ଭାବନା ରହିବ ।

କୁମ୍ଭ – ଆଜି କୌଣସି ସମ୍ପର୍କୀୟଙ୍କ ସହଯୋଗରେ ଆର୍ଥୀକ ଉର୍ଣ୍ଣତି ସହ କର୍ମ କ୍ଷେତ୍ରରେ ଫଳରେ ଆତ୍ମନିର୍ଭରଶିଳ ପରିବେଷ ମଧ୍ୟରେ କାଳାତିପାତ କରିବେ । ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବାର ସୁଯୋଗ ମିଳିବ । କୌଣସି ସାମାଜସେବା ଯୋଜନାରେ ସଫଳ ହେବେ ।

ମିନ – କର୍ମକ୍ଷେତ୍ରରେ ଅନୁକୂଳ ପରିସ୍ଥିତି ଅନୁଭବ କରିବେ, ସାଂସାରିକ ନୂତନ ଦ୍ରବ୍ୟାଦି କ୍ରୟ କରିପାରନ୍ତି, ପୁରୁଣା ବକେୟା ପ୍ରାପ୍ତି ଯୋଗ ରହିଛି, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ ।