• Likes
  • Followers
  • Subscribers
  • Followers
  • Android App
  • Sunday, September 7, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • PF ଆକାଉଣ୍ଟରୁ ୬୦ ବର୍ଷ ପରେ କେତେ ମିଳିବ ଦରମା, ବୁଝନ୍ତୁ ହିସାବ

PF ଆକାଉଣ୍ଟରୁ ୬୦ ବର୍ଷ ପରେ କେତେ ମିଳିବ ଦରମା, ବୁଝନ୍ତୁ ହିସାବ

ଇପିଏଫ ମୁତାବକ ଯଦି ଆପଣ ୧୦ ବର୍ଷ ପର୍ଯ୍ୟନ୍ତ ପିଏଫ ଖାତାରେ ନିବେଶ କରୁଛନ୍ତି ତେବେ ଆପଣ ପେନସନ ପାଇବାକୁ ଯୋଗ୍ୟ।

By Chinmayee Beura Last updated Mar 26, 2025 at 2:57 PM
Share

ନୂଆଦିଲ୍ଲୀ: ଯଦି ଆପଣ ଚାକିରି କରୁଛନ୍ତି ଏବଂ ଆପଣଙ୍କର ପିଏଫ ଆକାଉଣ୍ଟ ଅଛି ତେବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଅବଶ୍ୟ ଆସୁଥିବ ଯେ, ଅବସର ପରେ ଆପଣଙ୍କୁ କେତେ ମିଳିବ ପେନସନ। ଅବସରର ବୟସ ୬୦ ବର୍ଷ ପର୍ଯ୍ୟନ୍ତ ରହିଥାଏ।

କିପରି ଡିପୋଜିଟ ହୁଏ ଖାତାକୁ ଟଙ୍କା: ଯଦି ଆପଣ ପ୍ରାଇଭେଟ ସେକ୍ଟରରେ ଚାକିରି କରୁଛନ୍ତି ଯେ, ତେବେ ଆପଣଙ୍କର ଦରମାର ୧୨ ପ୍ରତିଶତ ଭାଗ ଆପଣଙ୍କ ପ୍ଖଶଫ ଖାତାକୁ ଯାଏ।

ଆପଣଙ୍କ କମ୍ପାନୀ ମଧ୍ୟ ଏଥିରେ ଯୋଗଦାନ ଦେଇଥାଏ। ହେଲେ ଏଥିରେ ସେନ ୮.୩୩ ପ୍ରତିଶତ ଭାଗ ପେନସନ ଫଣ୍ଡରେ ବାକି ୩.୬୭ ପ୍ରତିଶତ ପିଏଫରେ ଜମା ହୋଇଥାଏ।

ଆହୁରି ପଢନ୍ତୁ

୧୫ ଦିନର ଛୁଆକୁ ଫ୍ରିଜରେ ରଖି ବେଡରୁମରେ ତକିଆ…

୫ବର୍ଷରେ ବମ୍ପର ରୋଜଗାର କଲା ବିସିସିଆଇ,…

ପେନସନ ହିସାବର ଫର୍ମୁଲା: ଇପିଏଫଓ ନିୟମ ଅନୁଯାୟୀ, ପେନସନ ଯୋଗ୍ୟ ଦରମାର ସର୍ବାଧିକ ସୀମା ୧୫,୦୦୦ ଟଙ୍କା। ଏହାର ଅର୍ଥ ଯଦି ଆପଣ ମାସିକ ୧୫,୦୦୦ × ୮.୩୩/୧୦୦= ୧,୨୫୦ ଟଙ୍କା ଆପଣଙ୍କ ପେନସନ ଫଣ୍ଡରେ ଜମା ହୋଇପାରେ। ଯେତେବେଳେ ପେନସନ ଗଣନା ହୁଏ, ସେତେବେଳେ ଏହି ଫର୍ମୁଲା ବାହାର କରାଯାଇଥାଏ।

୬୦ ବର୍ଷରେ କେତେ ମିଳିବ ଦରମା: ଯଦି ଆପଣ ୨୩ ବର୍ଷ ବୟସରେ ଚାକିରି ଆରମ୍ଭ କରୁଛନ୍ତି ଏବଂ ୫୮ ବର୍ଷରେ ଅବସର ନେଉଛନ୍ତି ତେବେ ଆପଣ ସମୁଦାୟ ୩୫ ବର୍ଷ କାମ କରିଛନ୍ତି।

ଏଭଳି ସ୍ଥିତିରେ ପେନସନ ଯୋଗ୍ୟ ଦରମା= ୧୫,୦୦୦ ଟଙ୍କା, ସେବା ଅବଧି= ୩୫ ବର୍ଷ, ତେବେ ଆପଣଙ୍କର ପେନସନ ୧୫,୦୦୦× ୩୫/୭୦ = ୭,୫୦୦ ଟଙ୍କା ମାସିକ ହେବ।

ଯଦି ଆପଣ ୬୦ ବର୍ଷର ପେନସନ କ୍ଲେମ କରୁଛନ୍ତି, ତେବେ ଏତିରେ ୮ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ବୃଦ୍ଧି ହେବ। ହେଲେ ପିଏଫ ପେନସନର ହିସାବ ଆପଣଙ୍କର ଶେଷ ୬୦ ମାସର ହାରାହରି ଦରମା ଉପରେ ପର୍ଯ୍ୟବସିତ ହୋଇଥାଏ।

Share

Prev Post

ଛୁଆକୁ କୁତୁକୁତୁ କରି ହସାଉଥିଲେ ହୋଇଯାଆନ୍ତୁ ସାବଧାନ! ସ୍ବାସ୍ଥ୍ୟ ଉପରେ ପଡିପାରେ ଏହି କୁପ୍ରଭାବ

Next Post

Breaking: ଓଡ଼ିଶା ଇତିହାସରେ ପ୍ରଥମ, ରଣଭୂମି ପାଲଟିଲା ବିଧାନସଭା ସମ୍ମୁଖ

You might also like More from author
ଦେଶ

୧୫ ଦିନର ଛୁଆକୁ ଫ୍ରିଜରେ ରଖି ବେଡରୁମରେ ତକିଆ କୁଣ୍ଢେଇ ଶୋଇଲା ମା’, ଜାଣନ୍ତୁ ମହିଳା ଏମିତି କ’ଣ…

Breaking News

୫ବର୍ଷରେ ବମ୍ପର ରୋଜଗାର କଲା ବିସିସିଆଇ, ଗତବର୍ଷ ୪,୧୯୩ କୋଟି ଇନକମ୍‌

Breaking News

୮ ଜିଲ୍ଲା ରୁହନ୍ତୁ ସାବଧାନ! ଆସନ୍ତା ୧୩ ତାରିଖ ଯାଏଁ ପ୍ରବଳ ବର୍ଷା, ୨୪ ଘଣ୍ଟା କରିବ କଲବଲ

Breaking News

ଟେନିସ ରାଣୀ ହାତେଇଲେ କିଙ୍ଗ କୋହଲିଙ୍କଠୁ ଅଧିକ ଟଙ୍କା, ଗୋଟିଏ ଗ୍ରାଣ୍ଡସ୍ଲାମ ଜିତି କାହିଁକି…

Breaking News

କାର୍‌ରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ! ଗଣେଶ ଭସାଣି ଦେଖିବାକୁ ଯାଇଥିଲେ ନାବାଳିକା

Asia Cup

ୟୁଏଇ ନୁହେଁ.. ଏହି ଦେଶ ଏସିଆ କପ ୨୦୨୫ର ଅସଲି ଆୟୋଜକ

Prev Next
Odisha Bhaskar

Recent Posts

ଓଃ କି ଦାରୁଣ ଦୃଶ୍ୟ! ବନ୍ୟା ଜଳରେ ଭାସୁଛି…

୧୫ ଦିନର ଛୁଆକୁ ଫ୍ରିଜରେ ରଖି ବେଡରୁମରେ ତକିଆ…

୫ବର୍ଷରେ ବମ୍ପର ରୋଜଗାର କଲା ବିସିସିଆଇ,…

କରନ୍ତୁ ଏହି ୭ କାମ, ଗ୍ରହମାନଙ୍କ ଅଶୁଭ ଦୃଶ୍ୟ…

୮ ଜିଲ୍ଲା ରୁହନ୍ତୁ ସାବଧାନ! ଆସନ୍ତା ୧୩ ତାରିଖ…

୨୦ରୁ ଆରମ୍ଭ ହେବ SBI କ୍ଲର୍କ ପ୍ରିଲିମ୍…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

୧୫ ଦିନର ଛୁଆକୁ ଫ୍ରିଜରେ ରଖି ବେଡରୁମରେ ତକିଆ…

୫ବର୍ଷରେ ବମ୍ପର ରୋଜଗାର କଲା ବିସିସିଆଇ,…

୮ ଜିଲ୍ଲା ରୁହନ୍ତୁ ସାବଧାନ! ଆସନ୍ତା ୧୩ ତାରିଖ…

ଟେନିସ ରାଣୀ ହାତେଇଲେ କିଙ୍ଗ କୋହଲିଙ୍କଠୁ…

Prev Next 1 of 28,645
© 2025 - TK Digital All Rights Reserved.