• Likes
  • Followers
  • Subscribers
  • Followers
  • Android App
  • Friday, September 12, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Top Stories
  • PF ଆକାଉଣ୍ଟରେ ଟଙ୍କା ଜମା ହେଉଛି ନା ନାହିଁ? ଗୋଟିଏ କ୍ଲକରେ ଜାଣନ୍ତୁ ସମ୍ପୁର୍ଣ୍ଣ ବିବରଣୀ

PF ଆକାଉଣ୍ଟରେ ଟଙ୍କା ଜମା ହେଉଛି ନା ନାହିଁ? ଗୋଟିଏ କ୍ଲକରେ ଜାଣନ୍ତୁ ସମ୍ପୁର୍ଣ୍ଣ ବିବରଣୀ

By Ankita Last updated Dec 27, 2024 at 11:51 AM
Share

ନୂଆଦିଲ୍ଲୀ: ଯେଉଁମାନେ ଚାକିରି କରନ୍ତି ସେମାନଙ୍କର ଏକ ପିଏଫ ଆକାଉଣ୍ଟ ରହିଥାଏ । ଏହାକୁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ସଂସ୍ଥା ଇପିଏଫଓ ପରିଚାଳିତ କରିଥାଏ । କର୍ମଚାରୀମାନଙ୍କ ପିଏଫ ଆକାଉଣ୍ଟ ଗୋଟିଏ ସେଭିଂ ସ୍କିମ ଭାବେ କାର୍ଯ୍ୟ କରିଥାଏ । ପ୍ରତ୍ୟେକ ମାସରେ କର୍ମଚାରୀଙ୍କ ବେତନର 12% ଏହି ଆକାଉଣ୍ଟରେ ଜମା ହୋଇଥାଏ ଏବଂ କମ୍ପାନୀ ମଧ୍ୟ ସମାନ ପରିମାଣର କର୍ମଚାରୀଙ୍କ PF ଆକାଉଣ୍ଟରେ ଜମା କରିଥାଏ । ଏହାର ଅର୍ଥ ଉଭୟ କର୍ମଚାରୀ ଏବଂ କମ୍ପାନୀ ପ୍ରତି ମାସରେ PF ଆକାଉଣ୍ଟରେ ଯୋଗଦାନ କରିଥାନ୍ତି ।

ଏହି ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସରକାର ମଧ୍ୟ ସୁଧ ଦିଅନ୍ତି । ଏହିପରି କେତେକ ମାମଲା ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ବେଳେବେଳେ କମ୍ପାନୀ କର୍ମଚାରୀଙ୍କ ବେତନରୁ ଟଙ୍କା କାଟନ୍ତି କିନ୍ତୁ ଏହାକୁ PF ଆକାଉଣ୍ଟରେ ଜମା କରନ୍ତି ନାହିଁ । ତେବେ ଜଣେ କର୍ମଚାରୀ ଚାହିଁଲେ ମଧ୍ୟ ଘରେ ବସି ଏହାକୁ ସହଜରେ ଚେକ୍ କରିପାରିବେ । ଆକାଉଣ୍ଟରେ କେତେ ଟଙ୍କା ରହିଛି ଏବଂ କେତେ ଟଙ୍କା ସୁଧ ମିଳିଛି ସେନେଇ ସବିଶେଷ ଜଣାପଡିବ । ଏହାପରେ ଚେକ୍ ବାଲାନ୍ସ ଚୟନ କରିବା ମାତ୍ରେ ଆକାଉଣ୍ଟର ସମ୍ପୁର୍ଣ୍ଣ ବିବରଣୀ ଦେଖାଯିବ । ଅନ୍ୟପଟେ ଏସଏମଏସ ଦ୍ବାରା ମଧ୍ୟ ବାଲାନ୍ସ ଚେକ୍ କରିପାରିବେ । ମେସେଜ ବକ୍ସରେ ୟୁଏଏନ ନମ୍ବର ଲେଖି 7738299899 କୁ ଲେଖି ପଠାଇବାକୁ ହେବ ।

Share

Prev Post

ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ କ୍ୟାବିନେଟର ଅନୁମୋଦନ

Next Post

୫୯ ବର୍ଷରେ ଭାଇଜାନ୍, ଭଉଣୀଙ୍କ ଘରେ ଏକ୍ସ ଗାର୍ଲଫ୍ରେଣ୍ଡଙ୍କ ସହ ପାଳିଲେ ଜନ୍ମଦିନ

You might also like More from author
ଖବର

ମୃତ୍ୟୁ ପରେ ନବଜାତ ଶିଶୁଙ୍କୁ ପୂର୍ବପୁରୁଷ କୁହାଯାଏ କି? ଗରୁଡ଼ ପୁରାଣର ରହସ୍ୟ ଜାଣନ୍ତୁ

Featured

‘ତମ ଆଖିର ଆଇନା ହୋଇ ରହିବି’- ବୋଲ୍ଡ ଅଭିନେତ୍ରୀଙ୍କୁ ମିଠା ମିଠା କଥା କହି…

Cricket

BCCI ମୁଖ୍ୟ ରୋଜର ବିନ୍ନି ପଦରୁ ଦେଲେ ଇସ୍ତଫା, ପରବର୍ତ୍ତୀ BCCI ଅଧ୍ୟକ୍ଷ ହେବେ ସଚିନ୍ ତେନ୍ଦୁଲକର!

ଖବର

“ଗୋଟେ ପୁଅ ଜନ୍ମ କରୁଥିବା ମା’ ସାପ ସହ ସମାନ, ଯିଏ ନିଜ ଜନ୍ମକଲା ଛୁଆକୁ…

Cricket

ଗୁଳିରେ ନୁହେଁ, ବ୍ୟାଟର ଗଗନଚୁମ୍ୱୀ ଛକାରେ ପାକ୍ କୁ ପାନେ ଦେବ ଭାରତ, ବିଗ୍ ଫାଇଟରେ କାହାର ପଲଡ଼ା…

Cricket

ହଜାରେ ଅଭିଷେକ ଶର୍ମା ବି ପାରିବେନି ଏ ଦୁର୍ଦ୍ଦଶ ବ୍ୟାଟରକୁ, 29 ଗଗନଚୁମ୍ୱୀ ଛକା ସହ କଲେ ଏତେ ଅଧିକ…

Prev Next
Odisha Bhaskar

Recent Posts

ମୃତ୍ୟୁ ପରେ ନବଜାତ ଶିଶୁଙ୍କୁ ପୂର୍ବପୁରୁଷ…

‘ତମ ଆଖିର ଆଇନା ହୋଇ ରହିବି’-…

BCCI ମୁଖ୍ୟ ରୋଜର ବିନ୍ନି ପଦରୁ ଦେଲେ ଇସ୍ତଫା,…

ହୋଟେଲରୁ ବିରାଟ-ଅନୁଷ୍କାଙ୍କୁ ବିଦା କରିଦେଲେ…

(Video) ଛାଡିଲେନି…ଚାପୁଡ଼ା ଉପରେ…

“ଗୋଟେ ପୁଅ ଜନ୍ମ କରୁଥିବା ମା’…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ମୃତ୍ୟୁ ପରେ ନବଜାତ ଶିଶୁଙ୍କୁ ପୂର୍ବପୁରୁଷ…

‘ତମ ଆଖିର ଆଇନା ହୋଇ ରହିବି’-…

BCCI ମୁଖ୍ୟ ରୋଜର ବିନ୍ନି ପଦରୁ ଦେଲେ ଇସ୍ତଫା,…

“ଗୋଟେ ପୁଅ ଜନ୍ମ କରୁଥିବା ମା’…

Prev Next 1 of 27,151
© 2025 - TK Digital All Rights Reserved.