fbpx

IAS ରାଜେଶ ବର୍ମାଙ୍କୁ ନୂଆ ନିଯୁକ୍ତି

Advertisement

ଭୁବନେଶ୍ୱର, ୧୩ା୧୨(ଓଡ଼ିଶା ଭାସ୍କର): ଆଇଏଏସ ରାଜେଶ ବର୍ମାଙ୍କୁ ଆଜି ନୂଆ ନିଯୁକ୍ତି ଦିଆଯାଇଥିବା ସୂଚନା ରହିଛି । ତାଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । କେନ୍ଦ୍ରୀୟ ଡ଼େପୁଟେସନରେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି ଓଡ଼ିଶା କ୍ୟାଡ଼ର ଆଇଏଏସ ରାଜେଶ ବର୍ମା । ରାଜେଶଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି କ୍ୟାବିନେଟ କମିଟି ।

Get real time updates directly on you device, subscribe now.