• Likes
  • Followers
  • Subscribers
  • Followers
  • Android App
  • Tuesday, September 9, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • Saving Account ରେ ଏତିକି ନଗଦ ରାଶି ଜମା କଲେ, ଦେବାକୁ ପଡିବ ୬୦%ର ଟ୍ୟାକ୍ସ

Saving Account ରେ ଏତିକି ନଗଦ ରାଶି ଜମା କଲେ, ଦେବାକୁ ପଡିବ ୬୦%ର ଟ୍ୟାକ୍ସ

ସେଭିଙ୍ଗ ଆକାଉଣ୍ଟରେ Cash ଜମା କରିବା ପୂର୍ବରୁ ଏହି ଖବର ପଢନ୍ତୁ..

By Chinmayee Beura On Feb 6, 2025 at 2:20 PM
Share

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କରେ ସେଭିଙ୍ଗ ଆକାଉଣ୍ଟ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆୟକର ବିଭାଗ ଏହି ନୂଆ ନିୟମ ଲାଗୁ କରିଛି।

ନୂଆ ନିୟମର ଗାଇଡଲାଇନ ଅନୁଯାୟୀ, ଯଦି ଆପଣ ନିଜ ବ୍ୟାଙ୍କ ଖାତାରେ ୧୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ରାଶି ଏକ ଆର୍ଥିକ ବର୍ଷରେ ଜମା କରିବେ ତେବେ, ଆପଣଙ୍କୁ ଏଥିପାଇଁ କାରଣ ଦର୍ଶାଇବାକୁ ପଡିବ।

ଆଉ ଯଦି ଆପଣ କୌଣସି କାରଣ ଦର୍ଶାଉନାହାନ୍ତି ତେବେ, ବିଭାଗ ଆପଣଙ୍କ ଜମା ରାଶି ଉପରେ ୬୦% ଟ୍ୟାକ୍ସ ହାସଲ କରିବ।

ଆହୁରି ପଢନ୍ତୁ

ଶ୍ରୀଜିଉଙ୍କ ବଡ଼ ମହାସ୍ନାନ, ବନ୍ଦ କରାଗଲା…

ମର୍ମନ୍ତୁଦ ଦୁର୍ଘଟଣା: ଡବଲ-ଡେକର ବସ୍‌କୁ…

ଆୟକର ବିଭାଗର ନୂଆ ଗାଇଡଲାଇନ୍‌: ଆୟକର ବିଭାଗ ଏହା ସ୍ପଷ୍ଟ କରିଛି ଯେ, ଯଦି କୌଣସି ବ୍ୟକ୍ତି ଗୋଟିଏ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ରାଶି ଜମା କରେ ତେବେ ଏହାର କାରଣ ଦର୍ଶାଇବା ନିହାତି ଆବଶ୍ୟକ।

ଆୟର ଉତ୍ସ ପ୍ରମାଣିତ ନ କରିବା ସ୍ଥିତିରେ ବିଭାଗ ୬୦ ପ୍ରତିଶତ ଟ୍ୟାକ୍ସ ଆଦାୟ କରିବ। ଏହି ନିୟମ କଳା ଧନ ଏବଂ ବେଆଇନ ପେମେଣ୍ଟକୁ ରୋକିବାର ଉଦ୍ଦେଶ୍ୟରେ ଲାଗୁ କରାଯାଇଛି।

ନଗଦ ରାଶି ଜମା କରିବାର ସୀମା: ଆରବିଆଇ ଅନୁଯାୟୀ, ସେଭିଙ୍ଗ ଆକାଉଣ୍ଟରେ ନଗଦ ରାଶି ଜମା କରିବାର ସୀମା ବର୍ତ୍ତମାନ ଅଧିକ କଡ଼ାକଡି କରାଯାଇଛି। ଯଦି ଆପଣ ଗୋଟିଏ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ରାଶି ଜମା କରୁଛନ୍ତି, ତେବେ ଆପଣଙ୍କୁ ପ୍ୟାନ ନମ୍ବରର ସୂଚନା ଦେବାକୁ ପଡିବ।

ନୂଆ ନିୟମ ଅନୁଯାୟୀ, ୫୦,୦୦୦ ଟଙ୍କା ସ୍ଥାନରେ ବର୍ତ୍ତମାନ ୨.୫ ଲକ୍ଷ ଟଙ୍କାରୁ ଅଧିକ ରାଶି ଜମା କରିବାରେ ପ୍ୟାନ କାର୍ଡର ସୂଚନା ଦେବା ଆବଶ୍ୟକ ହୋଇଯାଇଛି।

Share

Prev Post

ସରକାରୀ ସ୍କୁଲରେ ଲଜ୍ଜା, ହାଇସ୍କୁଲର ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ସେହି ସ୍କୁଲର ଶିକ୍ଷକ

Next Post

BREAKING: TOP ୫ ରାଜ୍ୟ ତାଲିକାରେ ରହିବ ଓଡ଼ିଶା… ଷୋଡ଼ଶ କମିଶନଙ୍କ ନିକଟରେ ୧୨,୫୯,୧୪୮ କୋଟି ଦାବି କଲେ ମୁଖ୍ୟମନ୍ତ୍ରୀ

You might also like More from author
Breaking News

ଶ୍ରୀଜିଉଙ୍କ ବଡ଼ ମହାସ୍ନାନ, ବନ୍ଦ କରାଗଲା ସାଧାରଣ ଦର୍ଶନ

Breaking News

ମର୍ମନ୍ତୁଦ ଦୁର୍ଘଟଣା: ଡବଲ-ଡେକର ବସ୍‌କୁ ଧକ୍କା ଦେଲା ମାଲବାହୀ ଗାଡ଼ି, ୧୦ ମୃତ, ୪୦ ରୁ ଅଧିକ…

Breaking News

GEN-Z ଠୁ ହାରିଲା ନେପାଲ ସରକାର; ସୋସିଆଲ ମିଡିଆରୁ ହଟାଇଲେ ବ୍ୟାନ୍, ‘ପଶ୍ଚାତାପ…

Breaking News

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଆଜି, ସିପି ରାଧାକୃଷ୍ଣନ VS ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରୁ କିଏ…

Astrology

ମଙ୍ଗଳବାର ଚମକିବ ଏହି ରାଶିଙ୍କର ଭାଗ୍ୟ, ସମାଜରେ ମଧ୍ୟ ବଢିବ ଯଶ

Breaking News

ହାଇଟ୍, ରଙ୍ଗ ପାଇଁ ଇଣ୍ଡଷ୍ଟ୍ରିରୁ ହୋଇଥିଲେ ଆଉଟ୍; 3 ଖାନଙ୍କ ସହ ପରଦାରେ ହେଲେ ହିଟ, ଏବେ…

Prev Next
Odisha Bhaskar

Recent Posts

ଶ୍ରୀଜିଉଙ୍କ ବଡ଼ ମହାସ୍ନାନ, ବନ୍ଦ କରାଗଲା…

ପୁଣିଥରେ ଧନଶ୍ରୀଙ୍କ ଟାର୍ଗେଟରେ ଚହଲ; କହିଲେ…

(Video) Asia Cup 2025 ପାଇଁ ଦିନ ରାତି ଏକ୍…

ମର୍ମନ୍ତୁଦ ଦୁର୍ଘଟଣା: ଡବଲ-ଡେକର ବସ୍‌କୁ…

GEN-Z ଠୁ ହାରିଲା ନେପାଲ ସରକାର; ସୋସିଆଲ…

କଇଁ କଇଁ ହୋଇ କାନ୍ଦିଲେ “Universe…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଶ୍ରୀଜିଉଙ୍କ ବଡ଼ ମହାସ୍ନାନ, ବନ୍ଦ କରାଗଲା…

ମର୍ମନ୍ତୁଦ ଦୁର୍ଘଟଣା: ଡବଲ-ଡେକର ବସ୍‌କୁ…

GEN-Z ଠୁ ହାରିଲା ନେପାଲ ସରକାର; ସୋସିଆଲ…

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଆଜି,…

Prev Next 1 of 28,660
© 2025 - TK Digital All Rights Reserved.