fbpx

ଓଡିଶାରେ ସରକାରୀ ନିଯୁକ୍ତି ପାଇବେ ୭୮୬ ଜଣ ଡାକ୍ତର

Advertisement

ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): କୋଭିଡ ସମୟରେ ମେଡିକାଲରେ ରୋଗୀ ସଂଖ୍ୟା ବଢିଚାଲିଥିବା ବେଳେ ସରକାରୀ ନିଯୁକ୍ତି ପାଇବେ ୭୮୬ ଜଣ ଡାକ୍ତର । ଏନେଇ ରାଜ୍ୟ ସରକାରଙ୍କୁ ନାଁ ସୁପାରିଶ କରିଛି ଓଡିଶା ଲୋକସେବା ଆୟୋଗ । ପରୀକ୍ଷାର ୧୫ ଦିନ ମଧ୍ୟରେ ଫଳ ପ୍ରକାଶ କରିଛି ଓପିଏସସି । ଏପ୍ରିଲ ୨୮ରେ ୧୫ଟି କେନ୍ଦ୍ରରେ ୧୪୯୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଚୂଡାନ୍ତ ଫଳ ଓପିଏସସିର ୱେବସାଇଟ http:opsc.gov.inରେ ଉପଲବ୍ଧ ରହିଛି ।

Get real time updates directly on you device, subscribe now.