ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଅଘଟଣ, ଖଣ୍ଡାବାଜି ମହିଳା ଗୁରୁତର

ସମ୍ବଲପୁରରେ ଖଣ୍ଡା ବୁଲାଇବା ବେଳେ ମୁଣ୍ଡରେ ଖଣ୍ଡା ବାଜି ମହିଳା ଗୁରୁତର। ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଘଟିଲା ଅଘଟଣ। ସମ୍ବଲପୁରରେ ଖଣ୍ଡା ବୁଲାଇବା ବେଳେ ମୁଣ୍ଡରେ ଖଣ୍ଡା ବାଜି ମହିଳା ଗୁରୁତର। ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ମହିଳାମାନେ ଖଣ୍ଡା ବୁଲାଉଥିଲେ।