fbpx

୨୦୨୨ରେ ଲଞ୍ଚ ହେବ ଭାରତର ପ୍ରଥମ ସୌର ମିଶନ ‘ଆଦିତ୍ୟ ଏଲ-୧’, ସୂଚନା ଦେଲା ଇସ୍ରାେ

ବେଙ୍ଗାଲୁରୁ : ସୂର୍ଯ୍ୟଙ୍କ ଅଧ୍ୟୟନ ଲାଗି ଭାରତ ନିଜର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ-୧ ଆଗାମୀ ବର୍ଷ ଅର୍ଥାତ ୨୦୨୨ ମାର୍ଚ୍ଚମାସରେ ହାତକୁ ନେଇପାରେ । ତେବେ ଏହି ମିସନ ୨୦୨୦ ପ୍ରାରମ୍ଭିକ ପର୍ଯ୍ୟାୟରେ ହେବାର ଥିଲା । ହେଲେ କରୋନା ଭାଇରସ ମହାମାରୀ ସଂକ୍ରମଣ ଯୋଗୁ ମିଶନ ଟାଳି ଦିଆଯାଇଥିଲା । ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଏହି ମିଶନ ସହ ସୁରନୋଭା ମଧ୍ୟ ଲଞ୍ଚ କରିବେ ବୋଲି କହିଛନ୍ତି । ଏହି ଅଭିଯାନ ୨୦୨୨ ତୃତୀୟାର୍ଦ୍ଧରେ ଆରମ୍ଭ ହେବାର ସମ୍ଭାବନା ଥିବା କଥା ଇସ୍ରୋ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.