fbpx

ଭାରତର ୭ ପୁରୁଣା ହେୟାର ଅଏଲ, ୧୨୫ ବର୍ଷରୁ ଲୋକେ କରୁଛନ୍ତି ବ୍ୟବହାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ଦିନରେ ସମସ୍ତେ ସୁନ୍ଦର କେଶ ରଖିବାକୁ ପସନ୍ଦ କରିଥାନ୍ତି । ଖାସ୍ କରି ମହିଳାମାନେ କଳା ଏବଂ ସୁନ୍ଦର ଘନ କେଶ ରଖିବାକୁ ବହୁତ୍ ପସନ୍ଦ କରନ୍ତି । ଆଉ ଘନ କେଶ ପାଇଁ ବହୁତ୍ ମେହନତ ମଧ୍ୟ କରିଥାନ୍ତି । କେଶ ପାଇଁ ଅନେକ ପ୍ରକାରର ହେୟାର ଅଏଲ ମଧ୍ୟ ବ୍ୟବହାର କରିଥାନ୍ତି ।

ତେବେ କେବଳ ଏବେ ନୁହେଁ ପୁରୁଣା କାଳରୁ ବିଭିନ୍ନ ହେୟାର ଅଏଲର ବ୍ୟବହାର କରୁଛନ୍ତି ମହିଳାମାନେ । ଏହି ସବୁ ତେଲରେ କେଶ ପାଇଁ ଅନେକ ପୋଷକ ତତ୍ତ୍ୱ ରହିଥାଏ । ଏଥିପାଇଁ କମ୍ପାନୀ ମାନେ ଭିନ୍ନ ଭିନ୍ନ ପ୍ରକାରର ହେୟାର ଅଏଲ ମଧ୍ୟ ତିଆରି କରିବାକୁ ଲାଗିଥିଲେ । ଯେଉଁଥିରେ ଭିଟାମିନ୍-ଇ, ନନ୍-ଷ୍ଟିକି, ଲାଇଟ ୱେଟ୍ ଏବଂ ଆହୁରି କେତେ ଗୁଣ ଥିବା ହେୟାର ଅଏଲ । ତେବେ ଏଥିରୁ ଅନେକ ଲୋକଙ୍କୁ ପସନ୍ଦ ମଧ୍ୟ ରହିଛି ।

ଅନେକ ସମୟରେ ଆପଣ ବିଭିନ୍ନ ତେଲ ଉପରେ ଏହା ମଧ୍ୟ ଲେଖାଥିବାର ଦେଖିଥିବେ ଯେ ଏହି ହେୟାର ଅଏଲ ଏତେ ବର୍ଷର ବ୍ରାଣ୍ଡ ଏବଂ ଏଥିରେ କ’ଣ କ’ଣ ଉପାଦେୟତା ରହିଛି । ତେବେ ଆସନ୍ତୁ ଜାଣିବା କିଛି ପୁରୁଣା ହେୟାର ଅଏଲ ବିଷୟରେ, ଯାହା ଆଜିବି ବ୍ୟବହାର କରାଯାଉଛି…

୧. ଡାବର ଆମ୍ଲା କେଶ ଅଏଲ

daburoil

୨. କିଓ କାର୍ପିନ୍ ହେୟାର ଅଏଲ

keo karpin
୩. ରାମତୀର୍ଥ ବ୍ରାହ୍ମୀ ଅଏଲ

ramtirth
୪. ଜବାକୁସୁମ ହେୟାର ଅଏଲ

jabkusum
୫. ରେମୀ ହେୟାର ଅଏଲ

remyhairoil
୬. ଜୟ ହିନ୍ଦ ଆମ୍ଲା ଅଏଲ

hairoil
୭. ନ୍ୟାସନାଲ ହେୟାର ଅଏଲ

nationalhairoil

Get real time updates directly on you device, subscribe now.