fbpx

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପିତ: ଜାଣନ୍ତୁ, କେଉଁ ବିଭାଗକୁ ମିଳିଲା କେତେ?

ଓଡ଼ିଶା ଭାସ୍କର: ଆଜି ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନରେ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ନିର୍ବାଚନ ପୂର୍ବରୁ ସେ ଉପସ୍ଥାପନ କରିଛନ୍ତି କାମଚଳା ବଜେଟ। ତେବେ ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ମୋଟ ୨ଲକ୍ଷ ୫୫ ହଜାର କୋଟିର ବଜେଟ ଆଣିଥିବା ସେ ସୂଚନା ଦେଇ କହିଛନ୍ତି। ସେଥିରୁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ରହିଛି। ଜାଣନ୍ତୁ ଏହି ରାଜ୍ୟ ବଜେଟରେ କେଉଁ ବିଭାଗ ଓ କ୍ଷେତ୍ରକୁ କେତେ କେତେ ଟଙ୍କା ମିଳିଛି?

  • ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ :- ୨୪ ହଜାର ୭ ଶହ ୬୪ କୋଟି ଟଙ୍କା
  • ପଞ୍ଚାୟତରାଜ :- ୨୨୫୪୩ କୋଟି
  • ସ୍ୱାସ୍ଥ୍ୟ ବିଭାଗ :- ୧୯୭୨୯ କୋଟି
  • ଜଳସମ୍ପଦ:- ୧୩୨୬୭ କୋଟି
  • ମିଶନ ଶକ୍ତି :-୨୭୬୧ କୋଟି
  • ମମତା:- ୫୨୧ କୋଟି
  • ଯୋଜନା ଓ ସଂଯୋଜନା:- ୧୨୦୪୩ କୋଟି
  • ନିର୍ମାଣ ବିଭାଗ:- ୧୦୯୫୦ କୋଟି
  • ଗ୍ରାମ୍ୟ ଉନ୍ନୟନ:- ୯୩୩୦ କୋଟି
  • ରାସ୍ତା ଉନ୍ନତି:- ୬୧୯୪ କୋଟି
  • ଏସଟିଆରଏମଏଫ (ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ):- ୧୪୨୪ କୋଟି
  • ଗୃହ ବିଭାଗ:- ୮୬୪୧ କୋଟି
  • ପ୍ରଧାନମନ୍ତ୍ରୀ ଆବାସ:- ୪୦୦୦ କୋଟି
  • ବିଜୁ ପକ୍କାଘର:- ୧୦୦ କୋଟି
  • ପ୍ରଧାନମନ୍ତ୍ରୀ ଆବାସ ସହର:- ୬୯୨ କୋଟି
  • ଏନଆରଏଲଏମ:- ୧୧୬୨ କୋଟି
  • ବସୁଧା ଯୋଜନା:- ୨୦୦୦ କୋଟି
  • ଜଳ ଜୀବନ ମିଶନ:- ୬୦୦୦ କୋଟି
  • ମେଟ୍ରୋ:- ୧୦୦୦ କୋଟି
  • ରେଳ ପ୍ରକଳ୍ପ:-  ୭୦୦ କୋଟି
  • କ୍ରୀଡା ଭିତିଭୂମି:- ୮୫୨ କୋଟି
  • ନୂଆ ଓ:-  ୨୦୦ କୋଟି
  • ବିଜୁ ସେତୁ:- ୨୦୦ କୋଟି
  • ମୁଖ୍ୟମନ୍ତ୍ରୀ କଳାକାର ସହାୟତା:- ୭୨ କୋଟି
  • ପ୍ରାଚୀନ କୀର୍ତିରାଜି ରକ୍ଷଣାବେକ୍ଷଣ:- ୧୫ କୋଟି

Get real time updates directly on you device, subscribe now.