ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆନ୍ତରାଜ୍ୟ ବସ ଚଳାଚଳକୁ ଅନୁମତି ଦେଲେ ରାଜ୍ୟ ସରକାର । ଆଜିଠୁ ଅନ୍ୟ ରାଜ୍ୟକୁ ଚାଲିପାରିବ ବସ । ପୂର୍ଣ୍ଣ କ୍ଷମତା ସହ ଅନ୍ୟ ରାଜ୍ୟକୁ ଚାଲିପାରିବ ବସ । ଉଭୟ ରାଜ୍ୟ ଓ ବସ କର୍ମଚାରୀ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ ।
ସଂପ୍ରତି କୋଭିଡ ମହାମାରୀର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନ୍ୟ ରାଜ୍ୟକୁ ବସ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।