fbpx

ITI ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): ଆଇଟିଆଇ ଛାତ୍ରାଛାତ୍ରୀମାନଙ୍କର ହଷ୍ଟେଲ ଫି ଛାଡ କରାଯିବ । ୯ ମାସର ହଷ୍ଟେଲ ଫି’ ଛାଡ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ୯ମାସର ହଷ୍ଟେଲ ଫି’ ୧୧୨୫ ଟଙ୍କା ଛାଡ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ଫଳରେ ରାଜ୍ୟର ୩୦ ହଜାର ଆଇଟିଆଇ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ୨୦୨୦ ଏପ୍ରିଲରୁ ଡିସେମ୍ବର ପର୍ଯ୍ୟନ୍ତ୯ ମାସ ଯାଏଁ ହଷ୍ଟେଲ ଫି ଦେବେନି ଛାତ୍ରଛାତ୍ରୀ ।

ତେବେ କରୋନା ପାଇଁ ଏପ୍ରିଲରୁ ଡିସେମ୍ବର ପର୍ଯ୍ୟନ୍ତ ୯ ମାସ ପିଲା ହଷ୍ଟେଲରେ ନଥିଲେ । ସରକାରୀ ଆଇଟିଆଇରେ ପଢୁଥିବା ପିଲାଙ୍କୁ ମାସିକ ୧୨୫ ଟଙ୍କା ହଷ୍ଟେଲ ଫି’ ଦେବାକୁ ପଡୁଥିଲା ।

Get real time updates directly on you device, subscribe now.