Jio ୟୁଜର୍ସଙ୍କ ପାଇଁ ଖୁସି ଖବର, ୟୁପିଆଇରୁ ପେମେଣ୍ଟ କଲେ ପାଇବେ ୨୫୦ ଯାଏଁ କ୍ୟାଶବ୍ୟାକ୍‌

ନୂଆଦିଲ୍ଲୀ: ଯଦି ଆପଣ ଜିଓ ୟୁଜର ଏବଂ ୟୁପିଆଇରୁ ପେମେଣ୍ଟ କରୁଛନ୍ତି, ତେବେ ଆପାଣଙ୍କ ପାଇଁ ୨୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ପାଇବାର ଶାନଦାର ସୁଯୋଗ ରହିଛି। ଏହି ଅଫର ସେହିମାନଙ୍କ ପାଇଁ ଯିଏ ୟୁପିଆଇ ପେମେଣ୍ଟ କରି ସ୍ମାର୍ଟ ସେଭିଙ୍ଗ କରିବାକୁ ଚାହୁଁଛନ୍ତି।

ଜିଓ କ୍ୟାଶବ୍ୟାକ୍ କେମିତି ମିଳିବ: ଏହି ଧମାକାଦାର ଅଫରର ଫାଇଦା ଉଠାଇବା ଲାଗି ପେଟିଏମରୁ ମାତ୍ର ଗୋଟିଏ ୟୁପିଆଇ ପେମେଣ୍ଟ କରିବାକୁ ପଡ଼ିବ।ଏହା ୨୯୯ ଟଙ୍କାର।

ଯେପରି ଆପଣ ଏହି ଟ୍ରାଞ୍ଜାକ୍ସନ ପୂରା କରିବେ, ଆପଣଙ୍କୁ ୫ ଟଙ୍କାଠାରୁ ନେଇ ୨୫୦ ଟଙ୍କା ପର୍ଯ୍ୟନ୍ତ ସିଧା ସଳଖ କ୍ୟାଶବ୍ୟାକ୍ ମିଳିଯିବ।

ଏହି ଅଫର କେବଳ ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ଭ୍ୟାଲିଡ୍‌।

କ୍ରେଡିଟ କାର୍ଡରୁ ପେମେଣ୍ଟ କଲେ କ୍ୟାଶବ୍ୟାକ ମିଳିବ ନାହିଁ।

ଏହି ଧମାକାଦାର ଅଫର ୩୧ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ସୀମିତ। ଏହାପରେ ଆପଣଙ୍କୁ କ୍ୟାଶବ୍ୟାକ୍ ମିଳିବ ହିଁ ନାହିଁ।

ପ୍ରତି ଏଲିଜିବଲ ଟ୍ରାଞ୍ଜାକ୍ସନରେ ମିଳିବ ଏକ ସ୍କ୍ରାଚ୍ କାର୍ଡ, ଏଥିରେ ୫ଟଙ୍କାରୁ ୨୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ମିଳିବ।

ସ୍କ୍ରାଚ୍ କାର୍ଡ ମାତ୍ର ୨ଦିନ ପାଇଁ ଭ୍ୟାଲିଡ ରହିବ, ଏଥିପାଇଁ ତୁରନ୍ତ ସ୍କ୍ରାଚ୍ କରନ୍ତୁ।

ସ୍କ୍ରାଚ୍ କାର୍ଡରୁ ମିଳୁଥିବା କ୍ୟାଶବ୍ୟାକ୍ ୩ରୁ ୭ ଦିନରେ ଆପଣଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରାଯିବ।

ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଏପର୍ଯ୍ୟନ୍ତ ପେଟିଏମରେ ଲିଙ୍କ ନାହିଁ, ତେବେ ଏହାକୁ ଶୀଘ୍ର କରି ଫାଇଦା ଉଠାଇପାରିବେ। ପ୍ରଥମେ ଭ୍ୟାଲିଡ୍ ଟ୍ରାଞ୍ଜାକ୍ସନରେ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ପେଟିଏମ ଡିସକାଉଣ୍ଟ ଭାଉଚର ମଧ୍ୟ ମିଳିପାରିବ। ଏହି ଅଫର ମଧ୍ୟ ଲିମିଟେଡ ପିରିୟଡ ପାଇଁ ରହିଛି।