ମୁଖ୍ୟମନ୍ତ୍ରୀ କହିଲେ ୧ ଲକ୍ଷରୁ ଅଧିକ ଆଶାୟୀଙ୍କୁ ସେ ଦେଇଛନ୍ତି ନିଯୁକ୍ତି

ଭୁବନେଶ୍ୱର: ୧୫ ମାସରେ ମୋହନ ସରକାର ୧ ଲକ୍ଷ ୭ ହଜାର ୯୨୬ ଜଣଙ୍କୁ ଚାକିରି ବାଣ୍ଟିଛନ୍ତି ।

ଏ ନେଇ ଖୋଦ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ସୂଚନା । ୩୦ ହଜାର ୩୨ ସରକାରୀ ପଦବୀରେ ମିଳିଛି ନିଯୁକ୍ତି ।

ଘରୋଇ କ୍ଷେତ୍ରରେ ୭୭ ହଜାର ୮୯୪ ଜଣଙ୍କୁ ମିଳିଛି ନିଯୁକ୍ତି ।