fbpx

AAI ପକ୍ଷରୁ ବାହାରିଲା ୧୫୬ଟି ପଦବୀ, ସେପ୍ଟେମ୍ବର ୩୦ ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ନିଯୋଗ ଆସିଛି । ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ପକ୍ଷରୁ ୧୫୬ଟି ପଦବୀ ବାହାରିଛି । ଆବେଦନର ଅନ୍ତିମ ତାରିଖ ଆସନ୍ତା ୩୦ ତାରିଖ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କ ଉପରେ କ୍ଲିକ କରି ନିଯୁକ୍ତି ସମ୍ପର୍କିତ ସବିଶେଷ ସୂଚନା ପାଇ ପାରିବେ ।

ଜୁନିୟର ଆସିଷ୍ଟାଣ୍ଟ (ଫାୟାର ସର୍ଭିସ), ଜୁନିୟର ଆସିଷ୍ଟାଣ୍ଟ (ଅଫିସ), ସିନିୟର ଆସିଷ୍ଟାଣ୍ଟ (ଆକାଉଣ୍ଟସ) ଓ ସିନିୟର ଆସିଷ୍ଟାଣ୍ଟ (ଅଫିସିଆଲ ଲାଙ୍ଗୁଏଜ) ଆଦି ବିଭିନ୍ନ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରତ୍ୟେକ ପୋଷ୍ଟ ପାଇଁ ହାଇ ପ୍ୟାକେଜ ସାଲାରି ରହିଛି ।

ଅନଲାଇନ ଆବେଦନ ଲିଙ୍କ: https://www.aai.aero/en/careers/recruitment

ଲଗ୍ ଇନ୍ ଲିଙ୍କ: https://cdn.digialm.com//EForms/configuredHtml/1258/75579/login.html

ନୋଟିଫିକେସନ ଲିଙ୍କ: https://www.aai.aero/sites/default/files/examdashboard_advertisement/AAI-SR_NOTIFICATION__25th_AUGUST_2022__FINAL.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.aai.aero/

Get real time updates directly on you device, subscribe now.