fbpx

NALCOରେ ପୁଣି ବାହାରିଲା ଚାକରି, ଆସନ୍ତା ୨୧ ତାରିଖ ପୂର୍ବରୁ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶାର ଆଶାୟୀମାନେ ଏଥିରେ ଆବେଦନ କରିପାରିବେ । ପୁଣି ଥରେ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଚାକିରି ସୁଯୋଗ ଆସିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନକୁ ଭଲ ଭାବେ ପଢ଼ି ଆବେଦନ କରିବାକୁ ଅନୁରୋଧ ।

ଏଥିରେ ଆବେଦନ କରିବା ପାଇଁ ଅନ୍ତିମ ତାରିଖ ଆସନ୍ତା ୨୧ ତାରିଖ ରହିଛି । ବିଭିନ୍ନ ବର୍ଗର ପଦବୀ ପାଇଁ ଚାକିରି ସୁଯୋଗ ଆସିଛି । ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀଙ୍କର ସର୍ବନିମ୍ନ ପେ’ ସ୍କେଲରୁ ୨୯,୫୦୦ରୁ ଆରମ୍ଭ କରି ୯୦ ହଜାର ପର୍ଯ୍ୟନ୍ତ ରହିଛି । କିଛିଦିନ ପୂର୍ବରୁ ମଧ୍ୟ ନାଲକୋ ପକ୍ଷରୁ କିଛି ପଦବୀ ପାଇଁ ବିଜ୍ଞାପନ ବାହାରିଥିଲା ।

ନୋଟିଫିକେସନ ଲିଙ୍କ: https://mudira.nalcoindia.co.in/iorms/UploadData/Advertisement/637971105778914117_Advertisement%20Operator(Boiler)_2022.pdf
ଅଫିସିଆଲ ୱେବସାଇଟ୍ ଲିଙ୍କ: www.nalcoindia.com

Get real time updates directly on you device, subscribe now.