fbpx

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା!

Advertisement

କେନ୍ଦୁଝରରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ରାତି ଅଧରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦେଲେ । ଗାଡ଼ିଆରୁ ହାତବନ୍ଧା ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ । ପଣ୍ଡାପଡ଼ା ଥାନା ବସନ୍ତପୁର ନିକଟ ଏକ ଗାଡ଼ିଆରୁ ମିଳିଲା ମୃତଦେହ । ଶନିବାର ରାତିରେ ହଠାତ୍ ଯୁବତୀ ଜଣକ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ଖୋଜାଖୋଜି ପରେ ଗାଡ଼ିଆରୁ ମୃତଦେହ ମିଳିଥିଲା । ହାତ ଦୁଇଟି ପଛରୁ ବନ୍ଧା ହୋଇଥିବା ବେଳେ ଦେହରେ କ୍ଷତଚିହ୍ନ ଥିଲା । ପାଖରେ ପିନ୍ଧା ବସ୍ତ୍ର ବଡ଼ିଥିବାରୁ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ଗତକାଲି ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ଥିଲା ।

Get real time updates directly on you device, subscribe now.