fbpx

ପରଲୋକରେ ଲେପ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତ

Advertisement

ନୂଆଦିଲ୍ଲୀ, ୧୩ା୪: ଲେପ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ବର୍ଷ ବୟସ ହୋଇଥିଲା । ତାଙ୍କର ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ମାସେ ହେବ ମେଡ଼ିକାଲରେ ସେ ଚିକିତ୍ସାଧୀନ ଥିଲେ । ପୂର୍ବରୁ କାଶ୍ମୀରରେ ରାଷ୍ଟ୍ରୀୟ ରାଲଫଲ୍ସ ଡିଜି ରୂପେ ସେ ଅବସର ନେଇଥିଲେ ।

Get real time updates directly on you device, subscribe now.