fbpx

କୋଣାର୍କ: ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଦେହରେ ରହିଛି ଅନେକ କ୍ଷତ ଚିହ୍ନ

କୋଣାର୍କ: (ଓଡ଼ିଶା ଭାସ୍କର) ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଅସ୍ତରଙ୍ଗ ଥାନା ଗୁଣ୍ଡଳବା ସମୁଦ୍ର କୂଳରୁ ମୃତଦେହ ଉଦ୍ଧାର ହୋଇଥିବା ସୂଚନା। ମୃତ ବ୍ୟକ୍ତି ଜଣକ ଅସ୍ତରଙ୍ଗ ଥାନା ଆଇଁଷିଣିଆ ଗାଁର ନେଇ ସୂଚନା ।

ତେବେ ମୃତ ବ୍ୟକ୍ତି ଜଣକ ଗତକାଲି ସନ୍ଧ୍ୟାରୁ ନିଖୋଜ ଥିଲେ, ଦେହରେ ଅନେକ କ୍ଷତ ଚିହ୍ନ ଥିବା ସୂଚନା । ଏନେଇ ଖବର ପାଇ ଅସ୍ତରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.