fbpx

କୂଅରେ ପଡ଼ି ୨ ଶିଶୁକନ୍ୟା ମୃତ

କାମାକ୍ଷାନଗର: କୂଅରେ ଖସିପଡ଼ି ୨ ଶିଶୁକନ୍ୟା ମୃତ । ମୃତକଙ୍କ ମଧ୍ୟରୁ ଜଣେ ୩ ଓ ଅନ୍ୟ ଜଣେ ୫ ବର୍ଷର । କୂଅ ନିକଟରେ ଖେଳୁଥିବା ବେଳେ ଖସିପଡ଼ି ମୃତ । ଭୂବନ ନିକଟବର୍ତ୍ତୀ କହ୍ନେଇପାଳ ଗାଁରେ ଅଘଟଣ ।

Get real time updates directly on you device, subscribe now.