fbpx

ଭେନେଜୁଏଲାରେ ଭୂସ୍ଖଳନ,୨୨ ମୃତ ୫୦ରୁ ଉର୍ଦ୍ଧ ନିଖୋଜ

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାର ଭଏନେଡୁଏଲାରେ ଭୁସ୍ଖଳନ ହୋଇଛି । ଫଳରେ ଏହି ଭିସ୍ଖଳନରେ ୨୨ ଜାଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଉର୍ଦ୍ଧ ଲୋକ ନିଖୋଜ ଥିବା ଜଣା ପଡିଛି । ତେବେ ପ୍ରବଳ ବର୍ଷା ହେତୁ ସେଠାରେ ଥିବା ନଦୀର ଜଳସ୍ତର ବଡିବାରେ ଲାଗିଛି । ଫଳରେ ଏପରି ଏକ ଭୟଙ୍କର ଭୁସ୍ଖଳନ ହୋଇଛି । ତେବେ ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି । ଏହି ଭୁସ୍ଖଳନ ମଧଅୟ ରାତ୍ରୀରରେ ହୋଇଥିବାରୁ ଏଥିରେ ଅଧିକ ଲୋକ ଆହାତ ହୋଇଥିବା ଜଣା ପଡିଛି ।

Experts Answer Your Biggest Questions About Earthquakes | WIRED

ମିଳିଥିବା ସୂଚନା ଅନୁଯାୟୀ ଏହି ଭୂସ୍ଖଳନ କାରକାସ୍ ର ଦକ୍ଷିଣ ପଶ୍ଚିମଠାରୁ ୫୪ ମାଇଲ ଅର୍ଥାତ ୮୭ କିଲୋମିଟର ଦୂରରେ ଏହି ଭୁସ୍ଖଳ ତ୍ସଷ୍ଟି ହୋଇଥିଲା । ଯାହାଫଳରେ ୨୨ ଜଣଙ୍କ ଜୀବନ ଯାଇଛି । ଏଥିସହିତ ୫୦ ରୁ ଅଧିକ ଜଣ ନିଖୋଜ ଅଛନ୍ତି ତେବେ ଅନ୍ୟମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଭୁସ୍ଖଳନରେ ଅନେକ ଘର ଭୁସୁଡି ପଡିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.