fbpx

ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବ କହିଲେ ଆଇନ୍ ମନ୍ତ୍ରୀ; ୬ତାରିଖ ବୈଠକରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବ କହିଲେ ଆଇନ୍ ମନ୍ତ୍ରୀ । ରତ୍ନଭଣ୍ଡାର ଖୋଲାଯିବା ନେଇ ପ୍ରତିକ୍ରିୟା ରଖିଲେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । “୬ ତାରିଖ ବୈଠକରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି । କେଉଁ ପ୍ରକ୍ରିୟାରେ ଗଣତି ହେବ, କେଉଁ ଏଜେନ୍ସି ସାମିଲ୍ ହେବେ ନିଷ୍ପତ୍ତି ହେବ ।

୬ ତାରିଖରେ ସେମାନେ ଯାହା ନିର୍ଦ୍ଦେଶ ଦେବେ, ପ୍ରକ୍ରିୟା ଆରମ୍ଭ ହେବ । ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ କମିଟି ଗଠନ । ୬ ତାରିଖରେ କମିଟିର ପ୍ରଥମ ବୈଠକ ବସିବ । କେଉଁ ଭଳି କାର୍ଯ୍ୟ ଆଗକୁ ଯିବ ମୋଡାଲିଟି ପ୍ରସ୍ତୁତ କରିବେ ।”

Get real time updates directly on you device, subscribe now.