fbpx

କୋରୋନା ନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଚିଠି

ନୂଆଦିଲ୍ଲୀ, ୩୦। ୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୭୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୧୧୪ କୁ ବୃଦ୍ଧି ପାଇଛି । ଦିନକରେ ୫୬ ହଜାର ୨୧୧ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
କୋରୋନା ନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି । କୋରୋନା ନେଇ ଜିଲ୍ଲା ଆକ୍ସନ ପ୍ଲାନ କରି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ମାସ୍କ, ସାନିଟାଇଜ ଓ ସାମାଜିକ ଦୂରତା ପାଳନ ପାଇଁ ଚିଠି ରେ ଦର୍ଶାଯାଇଛି । କେବଳ ଟେଷ୍ଟ, ଟ୍ରାକ ଓ ଟ୍ରିଟ୍‌ମେଣ୍ଟ ହିଁ କୋରୋନା ରୋକିବ ବୋଲି ଚିଠି ରେ ଲେଖାଯାଇଛି ।

Get real time updates directly on you device, subscribe now.