fbpx

ମାସ ଆରମ୍ଭରୁ ଖୁସି ଖବର: ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ଜାଣନ୍ତୁ ରେଟ୍…

ଭୁବନେଶ୍ୱର: ଅଗଷ୍ଟ ପହିଲା ଦିନରୁ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଶୁଣାଇଛନ୍ତି ସରକାର । ଖାଉଟୀମାନଙ୍କ ପାଇଁ ଶସ୍ତା ହୋଇଛି କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର । ଏଣିକି ୧୦୦ରୁ ବି କମ୍ ଟଙ୍କାରେ ମିଳିପାରିବ ଗ୍ୟାସ । ସାଧାରଣ ଲୋକଙ୍କ ପାଇଁ ଅଗଷ୍ଟ ମାସର ପ୍ରଥମ ଦିନରେ ଏହି ସୂଚନା ଦେଇଛନ୍ତି ସରକାର । ଏଣିକି ୧୯ କେ.ଜି ଗ୍ୟାସ ସିଲିଣ୍ଡରର ଦାମ୍ ୯୯.୭୫ ଟଙ୍କାକୁ ଖସିଛି । ତେବେ ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡରର ଦାମ୍ ୧୬୮୦ ଟଙ୍କାକୁ ହ୍ରାସ ପାଇଛି । ଯାହାଦ୍ୱାରା ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ୱସ୍ତିଲାଭ କରିଛନ୍ତି ସାଧାରଣ ଲୋକେ । ତେବେ ଘରୋଇ ଗ୍ୟାସ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

Get real time updates directly on you device, subscribe now.