fbpx

ଟ୍ରେନରେ ଯିବାବେଳେ ଢୁଳୋଉଥିଲେ ବ୍ୟକ୍ତି, ହେଲା ଏମିତି, ଦେଖନ୍ତୁ ଭିଡିଓ…

ଅନେକ ସମୟରେ ଟ୍ରେନ କିମ୍ବା ବସରେ ଯାତ୍ରା କଲାବେଳେ ଅନେକ ଲୋକଙ୍କୁ ନିଦ ଆସିଥାଏ ଏବଂ ସେମାନେ ଢ଼ୁଳେଇବାରେ ଲାଗିଥାନ୍ତି । ଆଉ ଢ଼ୁଳେଇବାବେଳେ କେତେବେଳେ ଅନ୍ୟ ଷ୍ଟପେଜକୁ ଚାଲିଯାଇଥାନ୍ତି ତାହା ମଧ୍ୟ ଜାଣିପାରନ୍ତିନି ।

ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ଢ଼ୁଳେଇବାରେ ଏତେ ମଜ୍ଜିଯାଇଛନ୍ତି ଯେ ଏଥିପାଇଁ ତାଙ୍କୁ ଅସୁବିଧା ଭୋଗିବାକୁ ପଡ଼ିଛି ।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ମେଟ୍ରୋରେ ଯାତ୍ରା କରୁଥିବା ବେଳେ ବ୍ୟକ୍ତି ଜଣକ ବସିବସି ଏଭଳି ନିଦରେ ଶୋଇପଡ଼ୁଛନ୍ତି ଯେ ତାଙ୍କୁ ତାଙ୍କ ଚାରିପାଖ ବିଷୟରେ ଜଣାପଡ଼ୁନାହିଁ । ଆଉ ହଠାତ୍ ସେ ଘୁମେଇ ଘୁମେଇ ତଳେ ପଡ଼ିଯାଉଛନ୍ତି । ତେବେ ଏହି ଭିଡିଓ ଦେଖି ଅନେକ ମଜା ମଧ୍ୟ ଉଠାଉଛନ୍ତି । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.