fbpx

ବଳପୂର୍ବକ ସେକ୍ସ କରୁଥିଲେ ଫୁଟବଲର: ଘରୋଇ ହିଂସାର ଅଭିଯୋଗ ଆଣିଲେ ଏକ୍ସ ଗାର୍ଲଫ୍ରେଣ୍ଡ, ଶୁଣନ୍ତୁ ଭାଇରାଲ ଅଡିଓ

Advertisement

ନୂଆଦିଲ୍ଳୀ: ମାଞ୍ଚେଷ୍ଟର ୟୁନାଇଟେଡ୍ ଫୁଟବଲର ତଥା ଇଂଲଣ୍ଡ ଫୁଟବଲ ଖେଳାଳି ମାସନ ଗ୍ରୀନଉଡ ଅଡୁଆରେ ପଡିଛନ୍ତି । ମାସନ ନିଜର ପୂର୍ବତନ ପ୍ରେମିକାଙ୍କ ସହିତ ବଳପୂର୍ବକ ସେକ୍ସ କରିବା ସହିତ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ହାରିଏଟ୍ ରବସନ୍ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏହା ସହିତ ରବସନ୍ ଏକ ଅଡିଓ କ୍ଲିପ୍ ମଧ୍ୟ ଜାରି କରିଛନ୍ତି । ଏହି ଅଡିଓ କ୍ଲିପରେ ତାଙ୍କୁ ସେକ୍ସ ପାଇଁ ବାଧ୍ୟ କରାଯାଉଥିବା ଶୁଣିବାକୁ ମିଳିଛି ।

ଶେୟାର କରିଥିବା ଫଟୋରେ ରବସନଙ୍କ ମୁହଁ ଫାଟି ଯାଇଥିବା ବେଳେ ଜଙ୍ଘ ଏବଂ ବେକରେ ମାଡର ଦାଗ ମଧ୍ୟ ରହିଛି । ଏହା ସହିତ ସବୁଠାରୁ ଅଧିକ ଭାଇରାଲ ହୋଇଛି ରେକର୍ଡିଂ । ସେକ୍ସ ପାଇଁ ତାଙ୍କର ଇଚ୍ଛା ନଥିବା ରବସନ୍ କହୁଥିବା ବେଳେ ମାସନ କିନ୍ତୁ ବଳପୂର୍ବକ ସମ୍ପର୍କ ରଖିବାକୁ ଦାବି କରୁଛନ୍ତି । ଏହି ଘଟଣାକୁ ନେଇ ଫୁଟବଲ ଫ୍ୟାନ ମାନେ କଡା ପ୍ରତିକ୍ରିୟା ରଖିଥିଲେ ହେଁ ମାସନଙ୍କ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ ଏହାକୁ ନେଇ ନୀରବତା ଅବଲମ୍ବନ କରିଛି ।

ରେକର୍ଡିଂ……

Get real time updates directly on you device, subscribe now.