ନୂଆଦିଲ୍ଲୀ: ରାଜନୈତିକ ଦଳ ଗଢ଼ିବେ ମାଓବାଦୀ । ସଙ୍ଗଠନ ଲୋକ ପାଉଥିବାରୁ ଦଳ ଗଢ଼ିବାକୁ ଯୋଜନା କରୁଛନ୍ତି ମାଓବାଦୀ ।
ଗଣତାନ୍ତ୍ରିକ ପଦ୍ଧତିରେ ରାଜନେଅତିକ ଦଳ ଗଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି ମାଓ ସଙ୍ଗଠନ ।
କେନ୍ଦ୍ରୀୟ କମିଟିର ଗନମ୍ୟାନ୍ ପ୍ରବୀଣ ମାଡ଼କମ ଦେଲେ ଏହି ସୂଚନା । ରାଜନୈତିକ ଦଳ ଗଠନ କରି ନିଜ ଦଳକୁ ମଜବୁତ କରିବା ନେଇ ଆଶାବାଦୀ ଅଛନ୍ତି ମାଓବାଦୀ ।
ତେବେ ଖୁବଶୀଘ୍ର ସେମାନେ ନିଜତ୍ୱ ରାଜନୈତିକ ଦଳର ନାମ ଘୋଷଣା କରିବାକୁ ଯାଉଥିବା ସୂଚନା ।