fbpx

କଟକରେ ପାର୍ବଣ ପାଇଁ ବୈଠକ

କଟକରେ ପାର୍ବଣ ପାଇଁ ମହାନଗର ଶାନ୍ତି କମିଟିର ବୈଠକ । ସହରର ସବୁ ପୂଜା କମିଟି ସହ ବୈଠକ ପରେ ଦୁଇଟି କମିଟିର ପ୍ରତିକ୍ରିୟା । ଶାନ୍ତି କମିଟି ସଭାପତି ଓ ପୂଜା କମିଟି ସମ୍ପାଦକଙ୍କ ପ୍ରତିକ୍ରିୟା । ‘ସରକାର ପୁନର୍ବିଚାର କରି ନିଷ୍ପତ୍ତି ପରିବର୍ତ୍ତନ କରନ୍ତୁ । ପୂର୍ବ ବର୍ଷ ଭଳି ମା’ଙ୍କ ମୂର୍ତ୍ତିର ଉଚ୍ଚତା ଅପରିବର୍ତ୍ତିତ ରଖାଯିବାକୁ ଦାବି । ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନ ଦେବୀଗଡ଼ାରେ ଭସାଣି ପାଇଁ ବ୍ୟବସ୍ଥା କରାଯିବା ସହ ଭସାଣିରେ ବିଳମ୍ବ ହେଲେ ମଧ୍ୟ ଭସାଣି କରାଯାଉ ବୋଲି କହିଛନ୍ତି କମିଟି ସମ୍ପାଦକ । ତେବେ ବୈଠକର ନିଷ୍ପତ୍ତି ସରକାରଙ୍କୁ ଜଣାଇବା ନେଇ କହିଛନ୍ତି ପ୍ରଭାତ ତ୍ରିପାଠୀ ।

Get real time updates directly on you device, subscribe now.