fbpx

ସଟଡ଼ାଉନରେ ବନ୍ଦ ରହିବ ମୋ ବସ୍ ସେବା

ଭୁବନେଶ୍ୱର, ୫ା୬(ଓଡ଼ିଶା ଭାସ୍କର): ସଟଡ଼ାଉନ ସମୟରେ ବନ୍ଦ ରହିବ ମୋ ବସ୍ ସେବା । ଜୁନ ମାସଟି ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ୩୦ ପର୍ଯ୍ୟନ୍ତ ପ୍ରତି ସପ୍ତାହର ଶନିବାର ଓ ରବିବାର ସଟଡାଉନ ରହିବ । ତେଣୁ ଚଳିତମାସର ସବୁ ସପ୍ତାହର ୨ ଦିନ ଅର୍ଥାତ ଶନିବାର ଓ ରବିବାର ମୋ ବସ୍ ସେବା ବନ୍ଦ ରହିବ । ଏନେଇ ମୋ ବସ୍ ଚଳାଚଳ ଦାୟିତ୍ୱ ନେଇଥିବା କ୍ରୁଟ୍ ପକ୍ଷରୁ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ୧୧ଜିଲ୍ଲାରେ ସପ୍ତାହକୁ ୨ଦିନ ସଟ୍ ଡାଉନ ନେଇ ଘୋଷଣା ହୋଇଛି ।

Get real time updates directly on you device, subscribe now.