ଭୁବନେଶ୍ୱର,୨ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 681 #COVID19 patients have recovered and are being discharged on 2.8.2020.
91 from Cuttack
88 from Gajapati
66 from Koraput
61 from Khurdha
57 from Rayagada
43 from Ganjam
32 from Sundergarh
30 from Nayagarh
25 from Sonepur
20 from Kandhamal
18 from Dhenkanal— H & FW Dept Odisha (@HFWOdisha) August 2, 2020
Another 681 #COVID19 patients have recovered and are being discharged on 2.8.2020.
91 from Cuttack
88 from Gajapati
66 from Koraput
61 from Khurdha
57 from Rayagada
43 from Ganjam
32 from Sundergarh
30 from Nayagarh
25 from Sonepur
20 from Kandhamal
18 from Dhenkanal— H & FW Dept Odisha (@HFWOdisha) August 2, 2020
ତେବେ ଆଜି କଟକ ଜିଲ୍ଲାରୁ ସର୍ବାଧିକ ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଗଜପତିରୁ ୮୮, କୋରାପୁଟରୁ ୬୬, ଖୋର୍ଦ୍ଧାରୁ ୬୧, ରାୟଗଡ ୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।