fbpx

ଭାରତର ଏହି ମନ୍ଦିର ରେ ମଟନ ବିରିୟାନୀ ଭୋଗ ଲାଗେ , ଜାଣନ୍ତୁ କେଉଁଠି

Advertisement

ଲୋକେ ଭକ୍ତି ରେ ଭଗବାନ ଙ୍କ ର ଆରାଧନା କରିବା ମନ୍ଦିର ଯାଇଥାନ୍ତି I ସର୍ବଦା ଲୋକେ ମନ୍ଦିର ରେ ପ୍ରସାଦି ରୂପେ ନଡ଼ିଆ କଦଳୀ ଆଦି ଅର୍ପଣ କରିଥାନ୍ତି I କିନ୍ତୁ ଆପଣ କେବେ ଶୁଣି ନ ଥିବେ ମନ୍ଦିର ରେ ପ୍ରସାଦି ରୂପେ ମଟନ ବିରିୟାନୀ ଅର୍ପଣ କରାଯାଉଛି I

ମଦୁରାଇ ର ବଡ଼କମ ପଟି ଗ୍ରାମ ରେ ପ୍ରତୋକ ବର୍ଷ ଦେବୀ ମୁନିୟାଦି ଙ୍କ ର ପର୍ବ ପାଳିତ ହେଇଥାଏ I ଅନେକ ବର୍ଷ ହେବ ଏଠାରେ ଏହି ଦେବୀ ଙ୍କ ପାଖ ରେ ବିରିୟାନୀ ପ୍ରସାଦ ରୂପେ ଅର୍ପଣ କରାଯାଇଥାଏ I

ଏହି ପ୍ରସାଦ ଆୟୋଜିତ ହେଇଥିବା ମଟନ ବିରିୟାନୀ ସେଠାରେ ଶ୍ରଦ୍ଧାଳୁ ଙ୍କ ମଧ୍ୟ ରେ ବଣ୍ଟା ଯାଇଥାଏ I ଏହି ପରମ୍ପରା ର ଆରମ୍ଭ 1973 ରେ ମଟନ ବିରିୟାନୀ ବିକ୍ରୟ କରୁଥିବା ଏକ ମାଲିକ ଗୁରୁ ସ୍ୱାମୀ ନାଇଡୁ ଆରମ୍ଭ କରିଥିଲେ I ମୁନିଆଦି ଦେବୀ ଙ୍କ ର ନାମ ରେ ଏହି ହୋଟେଲ ଆରମ୍ଭ ହେଇଥିଲା ଓ ଏହି ହୋଟେଲ ର ବ୍ୟବସାୟ ବେଶ ଭଲ ଚାଲିଥିଲା I ତେଣୁ ଦେବୀ ଙ୍କ ର ଦୟା ଦୃଷ୍ଟି କୁ ନେଇ ସେ ଧନ୍ୟବାଦ ଜଣାଇଥିଲେ I

Get real time updates directly on you device, subscribe now.