fbpx

ଓମିକ୍ରନ ଆକ୍ରାନ୍ତଙ୍କ ପାଇଁ ଆସିଲା ନୂଆ ନିୟମ, ଜାଣନ୍ତୁ କ’ଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସହିତ ଓମିକ୍ରନ ଆକ୍ରାନ୍ତଙ୍କ ମାମଲା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ କୋଭିଡ ଓ ଓମିକ୍ରନ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି ରାଜ୍ୟ ସରକାର। ଏଣିକି ଓମିକ୍ରନ ପଜିଟିଭ୍‌ ରୋଗୀ ମଧ୍ୟ ଗୃହ ସଙ୍ଗରୋଧରେ ରହିପାରିବେ। କିନ୍ତୁ ସଙ୍ଗରୋଧରେ ରହିବାର କିଛି ନିୟମ ରହିଛି।

ନିୟମ ଅନୁସାରେ, ୭ ଦିନ ମଧ୍ୟରେ ୩ ଦିନ ଲଗାତର ଜ୍ବର ନ ଆସିଲେ ସରିବ ସଙ୍ଗରୋଧରେ ରହିପରିବେ। ଓମିକ୍ରନ ପଜିଟିଭ୍‌ ରୋଗୀ ମଧ୍ୟ ଗୃହ ସଙ୍ଗରୋଧରେ ରହିପାରିବେ। ତେବେ ସଂକ୍ରମିତ ରୋଗୀ ୫ରୁ ୬ ଦିନ ଯାଏ ଅନ୍ୟକୁ ସଂକ୍ରମିତ କରିବାର କ୍ଷମତା ରଖିଥାଏ। ୭ ଦିନ ମଧ୍ୟରେ ୩ ଦିନ ଲଗାତର ଜ୍ବର ନ ଆସିଲେ ସଙ୍ଗରୋଧ ଶେଷ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

 

Get real time updates directly on you device, subscribe now.