ଯଜେ୍ଞଶ୍ୱର ଦଣ୍ଡପାଟ ଉତ୍କଳ ବିଶ୍ୱବିଦ୍ୟାଳୟ ନୂଆ କୂଳପତି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେଲେ ଯଜେ୍ଞଶ୍ୱର ଦଣ୍ଡପାଟ । ପ୍ରଫେସର ଧଜେ୍ଞଶ୍ୱର ଦଣ୍ଡାପାଟ ହେଲେ କୁଳପତି ।

ରାଜଭବନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଦାୟିତ୍ୱରେ ରହିଲେ ।