fbpx

(Video) ‘ଶୀଲା କି ଜୱାନୀ…’ର ନୂଆ Version… ଟ୍ରେନ ଭିତରେ Sexy Dance କଲେ ଯୁବତୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଦିଲ୍ଲୀ ମେଟ୍ରୋର ଅଜବ-ଗଜବ କାରନାମା ଅନେକ ସମୟରେ ଭାଇରାଲ ହେଉଥିବା ଦେଖିବାକୁ ମିଳେ । ଅନେକ ସମୟରେ ଯୁବତୀମାନଙ୍କ ଡାନ୍ସ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବ୍ୟାପି ଯାଇଥାଏ । କିନ୍ତୁ ବର୍ତ୍ତମାନ ଭାରତୀୟ ରେଳରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି । ବଲିଉଡ ନାୟିକା କ୍ୟାଟ୍ରିନା କୈଫଙ୍କ ହିଟ୍ ଗୀତ ‘ଶୀଲା କି ଜୱାନୀ’ ଗୀତରେ ଜବରଦସ୍ତ ଡାନ୍ସ କରିଛନ୍ତି କିଛି ଯୁବତୀ । ଚଳନ୍ତା ଟ୍ରେନ ଭିତରେ ଯୁବତୀ ମାନଙ୍କର ଏଭଳି ମତୁଆଲା ଡାନ୍ସର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଚଳନ୍ତା ଟ୍ରେନ ଭିତରେ କିଛି ଯୁବତୀ ଦେଖାଇଛନ୍ତି ସେମାନଙ୍କର ଡାନ୍ସର ଜଲୱା । ବଲିଉଡ ସୁନ୍ଦରୀ କ୍ୟାଟ୍ରିନା କୈଫଙ୍କ ସୁପରହିଟ ଗୀତ ‘ଶୀଲା କି ଜୱାନୀ’ ଗୀତରେ ସେମାନେ ଜବରଦସ୍ତ ଡାନ୍ସ କରି ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛନ୍ତି । ‘ତିସ୍ ମାର ଖାଁ’ ସିନେମାର ଏହି ଗୀତରେ ଦିନେ କ୍ୟାଟ୍ରିନା ଯୁବପିଢୀକୁ ଝୁମେଇ ଦେଇଥିଲେ । କିନ୍ତୁ ଏବେ ଭାରତୀୟ ରେଳ ଭିତରେ ଦେଖିବାକୁ ମିଳିଛି ଏହାର ନୂଆ ଭର୍ଜନ । ଟ୍ରେନରେ ଯିବା ସମୟରେ କିଛି ଯୁବତୀ ଗାଡ଼ିର ବଗିକୁ ଡାନ୍ସ ଫ୍ଲୋର କରି ଦେଇଛନ୍ତି । ଏହପରେ ପ୍ରତ୍ୟେକ ସିଟରେ ବସିଥିବା କିଛି ଯୁବତୀ ଏହି କମାଲ ଡାନ୍ସ ପରଫୋର୍ମାନ୍ସ ଦେଇଛନ୍ତି । ଜଣ ଜଣ କରି ସମସ୍ତଙ୍କ ଡାନ୍ସ ଷ୍ଟେପ୍ସକୁ କ୍ୟାମେରାରେ ରେକର୍ଡ କରାଯାଇଛି ।

କିଛି ସେକେଣ୍ଡର ଏହି ଭିଡିଓରେ ଉପର ସିଟ୍ ରେ ବସି ଜଣେ ଯୁବତୀ ବେଲି ଡାନ୍ସ କରୁଥିବା ମଧ୍ୟ ଦେଖାଯାଇଛି । ଯୁବତୀମାନଙ୍କ ଏହି ଡାନ୍ସ ଷ୍ଟେପ୍ସ ଏବଂ ସେମାନଙ୍କ ଏକ୍ସପ୍ରେସନ ସମସ୍ତଙ୍କୁ ମତୁଆଲା କରି ଦେଇଛି । ତେବେ ଏହି ଭିଡିଓ ପ୍ରଥମେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା । ତେବେ ଇନଷ୍ଟାଗ୍ରାମରେ ଅପଲୋଡ ହେବା ମାତ୍ରେ ଏହି ଭିଡିଓ ଟ୍ରେଣ୍ଡକୁ ଆସିଯାଇଛି । ଲକ୍ଷ ଲକ୍ଷ ୟୁଜର ଏହି ଭିଡିଓକୁ ଦେଖି ସାରିଥିବା ବେଳେ ଅନେକ ଲୋକ ଏଥିରେ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି ।

ଭିଡିଓ ଅପଲୋଡ ହେବା ଦିନଠାରୁ ଲୋକମାନେ ଏହା ଉପରେ ବହୁତ ମନ୍ତବ୍ୟ ଦେଉଛନ୍ତି। କିଛି ଲୋକ ୁବତୀଙ୍କ ଏହି ଡାନ୍ସକୁ ପ୍ରଶଂସା କରିଥିବା ଥିବାବେଳେ ଅନେକ ଲୋକ ଏହାକୁ ଶସ୍ତା ବୋଲି ମଧ୍ୟ କହୁଛନ୍ତି ଜ୍ଝ କିଛି ୟୁଜର କହିଛନ୍ତି ଯେ, ଯୁବତୀମାନେ ଏହି ସବୁ କରି ଟ୍ରେନରେ ଅଶ୍ଳୀଳତା ପ୍ରଚାର କରୁଛନ୍ତି। ସେହିପରି କିଛି ଲୋକ କହିଛନ୍ତି ଯେ, ଯେତେବେଳେ ସାଙ୍ଗମାନେ ଆପଣଙ୍କ ସହିତ ଥାଆନ୍ତି ଟ୍ରେନ୍ ଯାତ୍ରା ଅଧିକ ଆନନ୍ଦଦାୟକ ହୋଇଥାଏ ଜ୍ଝ ଏହି ଭିଡିଓକୁ ପ୍ରାୟ ୩ ଲକ୍ଷ ଲୋକ ପସନ୍ଦ କରିଥିବାବେଳେ ୭ ହଜାର ଲୋକ ଏହା ଉପରେ କମେଣ୍ଟ ଦେଇଛନ୍ତି।

Get real time updates directly on you device, subscribe now.