fbpx

ନୀତୀଶ ହେବେ ବିହାରର ମୁଖ୍ୟମନ୍ତ୍ରୀ

Advertisement

ବିହାର,୧୫ ।୧୧: ବିହାରରେ ବିଜୟ ଲାଭ କରିଥିବା ଏନଡିଏ ବିଧାୟକ ଦଳର ନେତା ହୋଇଛନ୍ତି ନୀତୀଶ କୁମାର । ଆଜି ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଶପଥ ନେବେ ବୋଲି ସୂଚନା ମିଳିଛି । ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନୀତୀଶ ।

Get real time updates directly on you device, subscribe now.