fbpx

+୩ରେ ଖାଲି ସିଟ୍ ପାଇଁ ପୁଣି ନାମଲେଖା

ଭୁବନେଶ୍ୱର,୨୫ ।୧(ଓଡିଶା ଭାସ୍କର): ଯୁକ୍ତ ୩ରେ ଖାଲି ପଡିଥିବା ସିଟ୍ ପାଇଁ ତୃତୀୟ ପର୍ଯ୍ୟାରେ ନାମଲେଖା ହେବ । ତୃତୀୟ ପର୍ଯ୍ୟାୟ ଆଡମିଶନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଜାନୁଆରୀ ୨୯ରୁ ଫେବ୍ରୁଆରୀ ୨ ତାରିଖ ଯାଏଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଫେବ୍ରୁଆରୀ ୩ରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଏହା ସହ ଫେବ୍ରୁଆରୀ ୪ରେ ଆଡମିଶନ ହେବ । ତେବେ ଛାତ୍ରଛାତ୍ରୀମାନେ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ ।

Get real time updates directly on you device, subscribe now.