fbpx

କୌଣସି ଶୁଭ କାମ କରିବାକୁ ଯାଉଛନ୍ତି କି ? ଜାଣନ୍ତୁ କେବେଠୁ କେତେସମୟ ପର୍ଯ୍ୟନ୍ତ ରହିବ ରାହୁକାଳ

୯ ଗ୍ରହ ମଧ୍ୟରେ ରାହୁ ଗ୍ରହ ଅନ୍ୟତମ । କୁହାଯାଏ କି, ରାହୁକାଳ ସମୟରେ କୌଣସି ପୂଜା, ଯଜ୍ଞ କରିବା ଦ୍ୱାରା ଏହାର ଅଶୁଭ ପରିଣାମ ପ୍ରାପ୍ତ ହୋଇଥାଏ । ଏଥିପାଇଁ ଶୁଭ କାମ କରିବା ପୂର୍ବରୁ ରାହୁକାଳର ଧ୍ୟାନ ଦେବା ଉଛିତ୍ । ରାହୁକାଳରେ କୌଣସି କାମ କଲେ ମଧ୍ୟ ସୁଫଳ ମିଳିନଥାଏ । ପ୍ରତ୍ୟେକ ଦିନରେ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଅଷ୍ଟମ ଭାଗ ଅର୍ଥାତ୍ ଦେଢ଼ଘଣ୍ଟା ଏପରି ହୋଇଥାଏ, ଯାହାକୁ ରାହୁକାଳ କୁହାଯାଏ । ଏହି ସମୟରେ କୌଣସି ମୂଲ୍ୟବାନ ଜିନିଷ କିଣିବା କିମ୍ବା କୌଣସି ଶୁଭ କାମ ନକରିବା ଉଚିତ୍ ।

ରାହୁକାଳ:-

୧୪ ଅକ୍ଟୋବର: ସକାଳ ୧୦:୪୦ ରୁ ଦ୍ୱିପହର ୧୨:୦୭ ।

ଅକ୍ଟୋବର ୧୫: ସକାଳ ୦୯:୧୪ରୁ ୧୦:୪୦ ପର୍ଯ୍ୟନ୍ତ ।

ଅକ୍ଟୋବର ୧୬: ସନ୍ଧ୍ୟା ୦୪:୨୫ ରୁ ୦୫:୫୧ ପର୍ଯ୍ୟନ୍ତ ।

ଅକ୍ଟୋବର ୧୭: ସକାଳ ୦୭:୪୯ ରୁ ୦୯:୧୫ ପର୍ଯ୍ୟନ୍ତ ।

ଅକ୍ଟୋବର ୧୮: ଦ୍ୱିପହର ୦୨:୫୭ ରୁ ୦୪:୨୩ ପର୍ଯ୍ୟନ୍ତ ।

ଅକ୍ଟୋବର ୧୯: ଦ୍ୱିପହର ୧୨:୦୬ ରୁ ୦୧:୩୧ ପର୍ଯ୍ୟନ୍ତ ।

ଅକ୍ଟୋବର ୨୦: ଦ୍ୱିପହର ୦୧:୩୧ ରୁ ୦୨:୫୬ ପର୍ଯ୍ୟନ୍ତ ।

Get real time updates directly on you device, subscribe now.