ଜମ୍ମୁ- କାଶ୍ମୀରରେ ସହିଦ ହେଲେ ଓଡ଼ିଆ ଯବାନ, ବର୍ଷା ନେଲା ଜୀବନ…
ତାଙ୍କ ଘର ଢେଙ୍କାନାଳ କାମାକ୍ଷାନଗର ପରଜଙ୍ଗ ମାଣିକମରା ଗାଁ ।
ଓଡ଼ିଶା ଭାସ୍କର: ଜମ୍ମୁ-କାଶ୍ମୀରରୁ ଓଡ଼ିଶା ପାଇଁ ଆସିଛି ଦୁଃଖଦ ଖବର । ଜଣେ ଓଡ଼ିଆ ଯବାନ ସହିଦ ହୋଇଥିବାର ଜଣା ପଡିଛି । ବାଦଲଫଟା ବର୍ଷା ଯୋଗୁଁ କୁସ୍ତୱାଡଠାରେ ତାଙ୍କର ମୃତ୍ୟୁ ହୋଇଛି । ସହିଦ ଓଡ଼ିଆ ଯବାନଙ୍କ ନାଁ ହେଉଛି ମନୋଜ ବିଶ୍ୱାଳ । ତାଙ୍କ ଘର ଢେଙ୍କାନାଳ କାମାକ୍ଷାନଗର ପରଜଙ୍ଗ ମାଣିକମରା ଗାଁ ।