fbpx

ଓଡ଼ିଶା-ଆନ୍ଧ୍ର ମୁଖ୍ୟ ସଚିବ ମିଟିଂ: ସୀମା ନିର୍ଦ୍ଧାରଣ କରିବ ଜଏଣ୍ଟ କମିଟି

ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭେଟ ପରେ ଓଡ଼ିଶା, ଆନ୍ଧ୍ର ମୁଖ୍ୟ ସଚିବ ମିଟିଂ । ବିଭିନ୍ନ ଦ୍ୱିପାକ୍ଷିକ ସମସ୍ୟା ନେଇ ଭିସି ଯୋଗେ ଦୁଇ ମୁଖ୍ୟ ସଚିବଙ୍କ ଆଲୋଚନା । ଆଲୋଚନା ପରେ ଜଏଣ୍ଟ କମିଟି ସୀମା ନିର୍ଦ୍ଧାରଣ କରିବ କହିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଜିଲ୍ଲାସ୍ତରୀୟ ମିଳିତ ଡିମୋକ୍ରେସନ କମିଟି ଦ୍ୱାରା ସୀମା ନିର୍ଦ୍ଧାରଣ କରାଯିବ । ନକ୍ସା କଷ୍ଟ ଓ କିଛି ବିବାଦ ନଥିବା ସ୍ଥାନରେ ମିଳିତ କମିଟି ସୀମା ନିର୍ଦ୍ଧାରଣ କରିବ । ଅନଃରାଜ୍ୟ ପରିବହନ, ରାସ୍ତା, ଓଡ଼ିଆ ଓ ତେଲୁଗୁ ଶିକ୍ଷା ସଂପର୍କରେ ବି ଆଲୋଚନା ।

Get real time updates directly on you device, subscribe now.