fbpx

ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪: ଝାରସୁଗୁଡାରେ ଜିତିଲା ବିଜେପି

ଭୁବନେଶ୍ୱର: ଆଜି ଦେଶରେ ସାଧାରଣ ନିର୍ବାଚନର ଭୋଟ ଗଣତି ଚାଲିଛି । ଏହାରି ମଧ୍ୟରେ ଓଡ଼ିଶାର ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ସର୍ବମୋଟ ୨୧ଟି ସିଟ୍ ମଧ୍ୟରୁ ୧୯ଟି ଆସନ ବିଜେପି ହାସଲ କରିଥିବା ବେଳେ ୧ଟି ସିଟ୍ ବିଜେଡି ଏବଂ ଅନ୍ୟ ୧ଟି ସିଟରେ କଂଗ୍ରେସ ବିଜୟୀ ହୋଇଛି । ତେବେ ଏହାରି ମଧ୍ୟରେ ଝାରସୁଗୁଡା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି ।

ଝାରସୁଗୁଡ଼ା ବିଧାନସଭାରେ ବିଜେପି ବିଜୟୀ ହୋଇଛି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ ହୋଇଛନ୍ତି । ବିଜେଡିର ଦୀପାଳି ଦାସଙ୍କୁ ହରାଇଲେ ଟଙ୍କଧର ।

Get real time updates directly on you device, subscribe now.