fbpx

ଟିକାକରଣରେ ଓଡିଶା ନମ୍ବର ୨

Advertisement

ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଦେଶ ବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଓଡିଶା ବେଶ୍‍ ସଫଳତା ହାସଲ କରିଛି। ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣରେ ଓଡିଶା ସାରା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର ରହିଛି । ଟିକାକରଣରେ ପ୍ରଦର୍ଶନ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି । ସାରା ଦେଶରେ ଲାକ୍ଷାଦ୍ୱୀପ ତଳକୁ ରହିଛି ଓଡିଶାର ସ୍ଥାନ । ପ୍ରଥମ ପର୍ଯ୍ୟାୟ ଟିକାକରଣରେ ୩ ନମ୍ବରରେ ହରିୟାଣା ରହିଛି । ତେବେ ଟିକାକରଣରେ ପଛରେ ଅଛନ୍ତି ଝାଡଖଣ୍ଡ, ଦିଲ୍ଲୀ ଓ ତାମିଲନାଡୁ ।

Get real time updates directly on you device, subscribe now.