fbpx

CTET ୨୦୨୨: ଆସନ୍ତା ୧୨ ତାରିଖରେ ଓଡ଼ିଶା ମାଧ୍ୟମିକ ସ୍କୁଲ୍‍ ଶିକ୍ଷକ ଦକ୍ଷତା ପରୀକ୍ଷା

Advertisement

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୨ ତାରିଖରେ ଓଡ଼ିଶା ମାଧ୍ୟମିକ ସ୍କୁଲ୍‍ ଶିକ୍ଷକ ଦକ୍ଷତା ପରୀକ୍ଷା – ଓ.ଏସ୍‍.ଏସ୍‍.ଟି.ଇ.ଟି. ଏବଂ କେନ୍ଦ୍ରୀୟ ଶିକ୍ଷକ ଦକ୍ଷତା ପରୀକ୍ଷା – ସି.ଟି.ଇ.ଟି. ଅନୁଷ୍ଠିତ ହେବ । ଗୋଟିଏ ଦିନରେ ଏହି ଦୁଇଟି ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ଛାତ୍ରଛାତ୍ରୀମାନେ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସି.ଟି.ଇ.ଟି. ପରୀକ୍ଷା ସି.ବି.ଏସ୍‍.ଇ. ପରିଚାଳନା କରୁଥିବାବେଳେ ଓ.ଏସ୍‍.ଏସ୍‍.ଟି.ଇ.ଟି. ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଛନ୍ତି ।

ସରକାରୀ ଶିକ୍ଷକ ହେବା ପାଇଁ ସିଟିଇଟି ପରୀକ୍ଷା ସିବିଏସଇ ଦ୍ୱାରା ଆୟୋଜିତ ହୋଇଥାଏ । ଫଳରେ ସରକାରୀ ଚାକିରି କରିବା ପାଇଁ ଆଶାୟୀଙ୍କ ପାଇଁ ରାସ୍ତା ସୁଗମ ହୋଇଥାଏ ।

Get real time updates directly on you device, subscribe now.